ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ପରଜଙ୍ଗରେ ରକ୍ତଦାନ ଶିବିର ଅନୁଷ୍ଠିତ_୨୪୪ୟୁନିଟ୍ ରକ୍ତ ସଂଗ୍ରହ 

 କାମାକ୍ଷାନଗର -:ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ପରଜଙ୍ଗ ବ୍ଲକ ଅନ୍ତର୍ଗତ ପରଜଙ୍ଗ ମହାବିଦ୍ୟାଳୟ ଠାରେ ଯୁବ ନେତା ଅସିତ୍ କୁମାର ରାୟ ଚୌଧୁରି ନିର୍ଦେଶ କ୍ରମେ ବିଜୁ ଯୁବ ଛାତ୍ର ଜନତା ଦଳ ମୋ ପରିବାର ତରଫରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି,ଆଜିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ,ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବିଜୟ କୁମାର ନାୟକ ଉଦଘାଟନ କରିଥିଲେ ,ଅନ୍ୟ ମାନଙ୍କ ମଧ୍ୟରେ ମୋ ପରିବାର ଜିଲ୍ଲା ସଂଯୋଜକ ତଥା ବିଜୁ ଜନତା ଦଳ ଛାତ୍ର ସଭାପତି ସୁରଜ୍ ମହାପାତ୍ର,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା,ବିଜୁ ଯୁବ ଜନତା ଦଳ ସଭାପତି ସୁବ୍ରତ ଦାସ,ଜିଲ୍ଲା ପରିଷଦ ସଭାନେତ୍ରୀ ଶ୍ରୀମତୀ ଅର୍ଚ୍ଚନା ପୁହାଣ,ଜିଲ୍ଲାପରିଷଦ ଉପ ସଭାନେତ୍ରି ବିଳାସିନୀ ସେଠୀ,ଶ୍ରୀମତୀ ଶାଗରିକା ମିଶ୍ର,ଛାତ୍ର ବିଜେଡି ସଭାପତି ପ୍ରୀୟଜିତ୍ ସାମଲ,ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଗୌତମ ପାଣି,୩ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ରୁନୁ ବର୍ମା ,୨ଜୋନ ଜିଲ୍ଲା ପରିଷଦ ସଭ୍ୟ ନିରାକାର ପ୍ରଧାନ,ବିଜେଡି ସଭାପତି କୃଷ୍ଣ ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।ଆଜି ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୨୪୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ରକ୍ତ ଦାନ ଶିବିର

Sunil Chandra Nayak

ଡ୍ରୋନ ରେ ଟିବି ସେମ୍ପୁଲ ସଂଗ୍ରହ ଓ ଟେଷ୍ଟିଂ ର ଶୁଭାରମ୍ବ

Sunil Chandra Nayak

ବାଇକ୍ ରେ ଆସିଲେ, ଆମ୍ବୁଲାନ୍ସ ରେ ପ୍ରସବ 

masiha

Leave a Comment

error: Content is protected !!