ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣ ରେ ବ୍ରୁକ୍ଷରୋପଣ

ରାଇଘର, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ବ ଛେଳିଡଙ୍ଗରୀ ପଂଚାୟତ ଚିତ୍ରକୋଟ ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣ ଠାରେ ସ୍ଥାନୀୟ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତି ରେ ବୃକ୍ଷରୋପଣ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ 351 ଗୋଟି ଗଛ ଯଥା ଆମ୍ବ ଗଛ, ନଡ଼ିଆ ଗଛ, ପଣସ ଗଛ ଗୁଆ ଗଛ ଆଦି ଲଗା ଯାଇଥିବା ଦେଖିବାକୁ ମିଳିଛି।ଏହି ଵୄକ୍ଷ ରୋପଣ ରେ ସମସ୍ତ ଗାୟତ୍ରୀ ପରିବାର ସମେତ ମନୋହର ଦଣ୍ଡସେନା, ଶ୍ଯାମଲାଲ କଲାର ପ୍ରମୁଖ ଉପସ୍ଥିତ ଥିଲେ।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ମଣିଷ

Sunil Chandra Nayak

ବେଣୁ ଧର ସୁତାର ଙ୍କ କବିତା – ବସନ୍ତେ ରଙ୍ଗ ର ହୋଲି

Sunil Chandra Nayak

ସନ୍ତୋଷ କୁମାର ସାହୁ ଙ୍କ କବିତା ଫମ୍ପା ପୀୟୂଷ

Sunil Chandra Nayak

Leave a Comment

error: Content is protected !!