ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚାରିଗୋଟି ମୋଟାର ବୋମା ଉଦ୍ଧାର

ନୂଆପଡା ଜିଲ୍ଲା ବୋଡେନ ବ୍ଲକ ର ପାଟଦରା ଜଙ୍ଗଳ ରୁ ଆଜି ଚାରିଗୋଟି ମୋଟାର ବୋମା କୁ ଉଦ୍ଧାର କରାଯାଇଥିବା ବେଳେ ଜବାନ ମାନେ ସେହି ମୋଟାର ବୋମା କୁ ନିଷ୍କ୍ରିୟ କରି ଉଡାଇ ଦେଇଥିଲେ,ଗତ ୨୧ ତାରିଖ ଦିନ ମାଓବାଦୀ ମାନେ ଯୋଜନା ବଦ୍ଧ ଭାବରେ ସିଆରପିଏଫ 19 ବେଟାଲିଆନ ଜବାନ ମାନଙ୍କ ଉପରେ ଆକ୍ରମଣ କରିଥିଲେ,ତହିରେ ତିନି ଜବାନ ସହିଦ ହୋଇଥିଲେ ,ଜବାନ ମାନଙ୍କ ଉପରକୁ ଆକ୍ରମଣ କରିଥିବା ଚାରିଗୋଟି ମୋଟାର ବୋମା ଫାଟିନଥିଲା,ଆଜି ଖଡିଆଳ ଏସଡିପିଓ ଙ୍କ ସହ ସାଇନଟିଫିକ ଟିମ ଘଟଣାସ୍ଥଳ କୁ ଯାଇ ମୋଟାର ବୋମା ଚାରିଟି କୁ ସନ୍ଦାନ କୁକୁର ସହାୟତା ରେ ଚିହ୍ନଟ ହୋଇଥିଲା,ପରେ ଜବାନ ମାନେ ଚାରିଗୋଟି ମୋଟାର ବୋମା କୁ ନିଷ୍କ୍ରିୟ କରିଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କୁଲତା ଯୁବ ଶକ୍ତିର ସାଂଗଠନିକ ବୈଠକ

Sunil Chandra Nayak

ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ଓ ଡ୍ରାମା ଏବଂ ୧୭ ବର୍ଷରୁ କମ ଫୁଟବଲ ଦଳ ଚୟନ

Sunil Chandra Nayak

ସହିଦ ରେଣ୍ଡୋ ମାଝୀଙ୍କ ୧୬୭ତମ ସହିଦ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!