ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚାରିଗୋଟି ମୋଟାର ବୋମା ଉଦ୍ଧାର

ନୂଆପଡା ଜିଲ୍ଲା ବୋଡେନ ବ୍ଲକ ର ପାଟଦରା ଜଙ୍ଗଳ ରୁ ଆଜି ଚାରିଗୋଟି ମୋଟାର ବୋମା କୁ ଉଦ୍ଧାର କରାଯାଇଥିବା ବେଳେ ଜବାନ ମାନେ ସେହି ମୋଟାର ବୋମା କୁ ନିଷ୍କ୍ରିୟ କରି ଉଡାଇ ଦେଇଥିଲେ,ଗତ ୨୧ ତାରିଖ ଦିନ ମାଓବାଦୀ ମାନେ ଯୋଜନା ବଦ୍ଧ ଭାବରେ ସିଆରପିଏଫ 19 ବେଟାଲିଆନ ଜବାନ ମାନଙ୍କ ଉପରେ ଆକ୍ରମଣ କରିଥିଲେ,ତହିରେ ତିନି ଜବାନ ସହିଦ ହୋଇଥିଲେ ,ଜବାନ ମାନଙ୍କ ଉପରକୁ ଆକ୍ରମଣ କରିଥିବା ଚାରିଗୋଟି ମୋଟାର ବୋମା ଫାଟିନଥିଲା,ଆଜି ଖଡିଆଳ ଏସଡିପିଓ ଙ୍କ ସହ ସାଇନଟିଫିକ ଟିମ ଘଟଣାସ୍ଥଳ କୁ ଯାଇ ମୋଟାର ବୋମା ଚାରିଟି କୁ ସନ୍ଦାନ କୁକୁର ସହାୟତା ରେ ଚିହ୍ନଟ ହୋଇଥିଲା,ପରେ ଜବାନ ମାନେ ଚାରିଗୋଟି ମୋଟାର ବୋମା କୁ ନିଷ୍କ୍ରିୟ କରିଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କ ଶତବାର୍ଷିକୀ ଆସନ୍ତା ୨୨ ଓ ୨୩ରେ

Sunil Chandra Nayak

ଶ୍ରୀମତୀ ମିନତି ମିଶ୍ର ଙ୍କ କବିତା ବଞ୍ଚିବାକୁ ହେବ

Sunil Chandra Nayak

Leave a Comment

error: Content is protected !!