ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମିଳିତ ସାମ୍ବାଦିକ ସଂମୂହ ର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ

ଭବାନୀପାଟଣା,୨୫।୬/(ମ ନି ସ ): କଳାହାଣ୍ଡି ମିଳିତ ସାମ୍ବାଦିକ ସଂମୂହ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ଅମଳା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ରଜନୀକାନ୍ତ ମିଶ୍ରଙ୍କ ଅଧକ୍ଷ୍ୟତା ଅନୁଷ୍ଟିତ ଏହି ବୈଠକରେ ସାମ୍ବାଦିକ ମାନଙ୍କ ପ୍ରତି ହେଉଥିବା ଆକ୍ରମଣ ଓ ହିଂଶା ଉପରେ ଆଲଚନା ହେବାସହ ଏହାର ଆଶୁ ସମାଧାନ ପାଇଁ କଣ କଣ ପଦକ୍ଷେପ ନିଆଯାଇପାରିବ ସେନେଇ ଉପସ୍ଥିତ ବରିଷ୍ଠ ସାମ୍ବାଦିକ ମାନେ ମତପ୍ରକାଶ କରିଥିଲେ । ଅଗାମିଦିନରେ କାଳାହାଣ୍ଡି ଜିଲ୍ଲାରେ ମିଳିତ ସାମ୍ବାଦିକ ସଂମୂହ ସାମ୍ବାଦିକଙ୍କ ସୁରକ୍ଷା ଓ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ପରବର୍ତ୍ତୀ ବୈଠକରେ ସ୍ଥିର କରିବାକୁ ନିଷ୍ପତ୍ତି ହେବା ସହ ସମ୍ବାଦିକତାରୁ ଜନପ୍ରତିନିଧି ହୋଇଥିବା ବ୍ୟକ୍ତି ମାନଙ୍କୁ ସଂମାନିତ କରିବାକୁ ନିଷ୍ପତ୍ତି ହୋଇଥିଲା । ବରିଷ୍ଠ ସାମ୍ବାଦିକ ଉମାଶାଙ୍କର କର, ସତ୍ୟନାରାୟଣ ମହାପାତ୍ର, ନରେନ୍ଦ୍ର ନେଗୀ, ଦେବେନ୍ଦ୍ର ବିଶି,ମହମ୍ମଦ ଅଲି, ଅର୍ଜୁନ ପ ଟନାୟକ,ଅଜିତ ସିଂ, ଚିତ୍ତରଞ୍ଜନ ବିଶି, ବିକାଶ ଷଡଙ୍ଗୀ, ତାପସ ମହାନ୍ତି, ଝଶ କେତନ ଡି.ମାଝୀ ମନୋଜ ନାଏକ,ଦୁଖୀଶ୍ୟାମ ପ୍ରଧାନ, ସନ୍ତୋଷ ପ୍ରଧାନ, ଶିବ ପ୍ରକାଶ ନାଏକ,ହେମନ୍ତ ରାଏ,ଗୋବିନ୍ଦ ପ୍ରଧାନ, ନାରାୟଣ ନାୟକ,ଶିବରାମ ନାୟକ, ସ୍ନିଘା ସିଂଦେଓ, କ୍ଷୀରୋଦ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ମାନସିକ ଅନଗ୍ରସର ପୁଅ ଗୁପ୍ତ ଧନ ଲୋଭର ବଶବର୍ତ୍ତୀ ହୋଇ ନିଜ ବାପାଙ୍କୁ ବଳୀଦେବା ଉଦ୍ୟମ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଡାକ୍ତର ହେବି ଗରିବ ମାନଙ୍କୁ ମାଗଣାରେ ଚିକିତ୍ସା ଦେବି

Leave a Comment

error: Content is protected !!