ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ  ଙ୍କ କବିତା ସବୁ ତ ତୁମରି ଦାନ

ସବୁ ତ ତୁମରି ଦାନ

 

             କବିତା ସାହୁ  

 

ଏ ସାରା ସଂସାରେ ଯାହା ମୁଁ ଦେଖୁଛି 

ସବୁ ତ ତୁମରି ଦାନ

କି ଅଛି ମୋ ଠାରେ ହେ କଳା ଠାକୁରେ 

କି ଦେଇ ତୋଷିବି ତୋତେ। 

 

୨- ତୁମେ ତ ଦେଇଛ ଏ ଜୀବନ ଦାନ 

    ତୁମରି ରକତେ ଏ ମୋର ଶରୀର 

   ତୁମ ପାଦ ତଳେ କୋଟି ତୀର୍ଥ ମୋର 

    ପିତା ମାତା ମୋର ପ୍ରଥମ ଠାକୁର 

 

୩- ମୋର ମୋର ବୋଲି ଯାହାକୁ କହୁଛି 

     ସବୁ ତ ତୁମର ଦାନ 

    ଫୁଲ ଫଳ ଦୁବ ଦେଇ ଦେଲେ ନେଇ 

     ସନ୍ତୋଷ କି ଭଗବାନ 

    ମୋ ହୃଦ ମନ୍ଦିରୁ ଜାଳଛି ଦୀପାଳୀ 

     ଭକ୍ତି ନଇବେଦ୍ଯ 

    ଘେନ ବାରେ ଭଗବାନ ।

   

      ଜୟପୁର

Related posts

ଭାଲୁ ଆକ୍ରମଣରେ ମହିଳା ଗୁରୁତର

Sunil Chandra Nayak

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ଭକ୍ତିନାବ

Sunil Chandra Nayak

ଶ୍ୟାମସୁନ୍ଦର ଯୁବକ ସଂଘ ଆନୁକୂଲ୍ୟରେ ହୋଭାଷା ଲିପି ‘ଓ୍ବାରାଂଚିତି’ ସ୍ରଷ୍ଟା ଗୁରୁ ଲାକୋ ଵଦରାଙ୍କ ୧୦୩ ଜୟନ୍ତୀ ପାଳିତ 

Sunil Chandra Nayak

Leave a Comment

error: Content is protected !!