ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା–ସଟ ସର୍କିଟ ଯୋଗୁଁ ଘରେ ଲାଗିଲା ନିଆଁ

ନୂଆପଡା ଜିଲ୍ଲା କୋମନା ଥାନା କାଣ୍ଡେତରା ଗ୍ରାମର ଘଟଣା । ଘର ଟି ଗ୍ରାମର ବାବୁଲାଲ ସତନାମି ଙ୍କ ବୋଲି ଜଣା ପଡିଛି । ଆଜି ଘରେ ତାଙ୍କ ସ୍ତ୍ରୀ ଥିବା ସମୟରେ ହଠାତ୍ ବିଦ୍ୟୁତ ତାର ରେ ନିଆଁ ଜଳିଥିଲା । ଏହାସହ ପାଖରେ ଖଲି ଦନା ଥିବା ରୁ ନିଆଁ ଲାଗି ଯାଇଥିଲା । ତେବେ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଦୀପାବଳି ସମୟରେ ବାଣ ବୈବସାୟ କରୁଥିବା ବାବୁଲାଲ ବଳକା ବାଣ କୁ ଘରେ ରଖିଥିଲେ । ସେହି ବାଣ ରେ ମଧ୍ୟ ନିଆଁ ଲାଗି ଯାଇଥିବାଲା। ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗ ପହଂଚି ଥିବା ବେଳେ ସ୍ଥାନୀୟ ଲୋକେ ମଧ୍ୟ ନିଆଁ ଲିଭାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବିଦ୍ୟାଳୟରେ ବିଦାୟ କାଳୀନ ସଭା ଅନୁଷ୍ଠିତ

Sunil Chandra Nayak

ରଙ୍ଗ ର ଖେଳ ହୋଲି ରେ ରଙ୍ଗୀନ ହେଲେ ଛାତ୍ର ମହଲ

Sunil Chandra Nayak

ରକ୍ତ ଦେଇ ବିପଦ ର ବନ୍ଧୁ ସାଜିଲେ ଯୁବକ

Sunil Chandra Nayak

Leave a Comment

error: Content is protected !!