ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା–ସଟ ସର୍କିଟ ଯୋଗୁଁ ଘରେ ଲାଗିଲା ନିଆଁ

ନୂଆପଡା ଜିଲ୍ଲା କୋମନା ଥାନା କାଣ୍ଡେତରା ଗ୍ରାମର ଘଟଣା । ଘର ଟି ଗ୍ରାମର ବାବୁଲାଲ ସତନାମି ଙ୍କ ବୋଲି ଜଣା ପଡିଛି । ଆଜି ଘରେ ତାଙ୍କ ସ୍ତ୍ରୀ ଥିବା ସମୟରେ ହଠାତ୍ ବିଦ୍ୟୁତ ତାର ରେ ନିଆଁ ଜଳିଥିଲା । ଏହାସହ ପାଖରେ ଖଲି ଦନା ଥିବା ରୁ ନିଆଁ ଲାଗି ଯାଇଥିଲା । ତେବେ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଦୀପାବଳି ସମୟରେ ବାଣ ବୈବସାୟ କରୁଥିବା ବାବୁଲାଲ ବଳକା ବାଣ କୁ ଘରେ ରଖିଥିଲେ । ସେହି ବାଣ ରେ ମଧ୍ୟ ନିଆଁ ଲାଗି ଯାଇଥିବାଲା। ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗ ପହଂଚି ଥିବା ବେଳେ ସ୍ଥାନୀୟ ଲୋକେ ମଧ୍ୟ ନିଆଁ ଲିଭାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମଟରସାଇକଲ ଦୁର୍ଘଟଣାରେ ଜଣେ ମୃତ୍ୟୁ

Sunil Chandra Nayak

ଧାମରା ସଂଘର ବର୍ଷା ସାହିତ୍ୟ ଆସର ଅନୁଷ୍ଠିତ

Sunil Chandra Nayak

ଶ୍ରୀ ଶ୍ରୀ ବିଶ୍ୱେଶ୍ୱର ମହାଦେବଙ୍କ ମନ୍ଦିର ପରିସରରେ ଦୋଳଯାତ୍ରା ଅବସରରେ ପୁରାଣ ପାଠ ଓ ନାମଯଗ୍ୟଁ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!