ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ  ଙ୍କ କବିତା ହେରା ପଞ୍ଚମୀ

ହେରା ପଞ୍ଚମୀ

କବିତା ସାହୁ  

 

ଫିଟିନାହିଁ ଗଇଁଠାଳ ଯାଇଛ

ଜନମ ବେଦୀକୁ ସାଥିରେ 

ଭାଇ ଭଉଣୀକୁ ନେଇ 

କିବା କଲି ଅପରାଧ 

ସଙ୍ଗେ ନ ନେଲ ମାଧବ 

ହେରା ପଞ୍ଚମୀ ରେ ଯିବି 

ସାଙ୍ଗେ ଫେରାଇ ଆଣିବି

ଜଗତ ସାଇଁ। 

 

୨- ସଙ୍ଗେ ନେଲେ ନାହିଁ ଯେଣୁ ମାତାଙ୍କୁ 

ରାଗେ ଯାଇ ପ୍ରତିକାର ଖୋଜି ତୁରିତେ 

ବିମଳା ମାତାଙ୍କ ଠାରୁ ନେଇ ମୋହିନୀ ଧୂଳି

ହେରାପଞ୍ଚମୀରେ ସାଗର ଦୁଲଣୀ 

ଫିଙ୍ଗି ଆସିଲେ ଜନମ ବେଦୀରେ। 

 

୩- ହେରାପଞ୍ଚମୀ ରେ ସଖୀମାନଙ୍କ ସାଙ୍ଗରେ 

  ଭାଙ୍ଗିଲେ ନନ୍ଦିଘୋଷ ହଂସପଟା ରାଗରେ

    ହାତେ ଧରି କାଠ ଖଣ୍ଡେ ଖାଇ ପକ୍ତି ଭୋଗ 

     ଫେରିଲେ ମାତାଲକ୍ଷ୍ମୀ ହେରାଗଉରୀ 

      ସାହି ବାଟ।

ଜୟପୁର

Related posts

ଦୁର୍ଘଟଣା ରୋକିବାକୁ ଜିଲ୍ଲା ଆପାତ କାଳୀନ ବୈଠକ ଅନୁଷ୍ଠିତ

Sunil Chandra Nayak

ତାରାମଣୀ ମାଝୀ ଙ୍କୁ ନ୍ଯାୟ ନ୍ୟୟ ମିଳିବ କେବେ , ୧୧ମାସ ର ଶିଶୁ କନ୍ୟା କୁ ନେଇ ପ୍ରଶାସନ ର ଦ୍ବାରସ୍ଥ

Sunil Chandra Nayak

ଜିଲ୍ଲା ଡ଼୍ରାଇଭର ମହାସଂଘ ତରଫରୁ ଜମି ଯୋଗାଇ ଦେବାକୁ ଜିଲ୍ଲାପାଳ ଙ୍କୁ ଦେଲେ ଦାବୀପତ୍ର

Sunil Chandra Nayak

Leave a Comment

error: Content is protected !!