ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ  ଙ୍କ କବିତା ହେରା ପଞ୍ଚମୀ

ହେରା ପଞ୍ଚମୀ

କବିତା ସାହୁ  

 

ଫିଟିନାହିଁ ଗଇଁଠାଳ ଯାଇଛ

ଜନମ ବେଦୀକୁ ସାଥିରେ 

ଭାଇ ଭଉଣୀକୁ ନେଇ 

କିବା କଲି ଅପରାଧ 

ସଙ୍ଗେ ନ ନେଲ ମାଧବ 

ହେରା ପଞ୍ଚମୀ ରେ ଯିବି 

ସାଙ୍ଗେ ଫେରାଇ ଆଣିବି

ଜଗତ ସାଇଁ। 

 

୨- ସଙ୍ଗେ ନେଲେ ନାହିଁ ଯେଣୁ ମାତାଙ୍କୁ 

ରାଗେ ଯାଇ ପ୍ରତିକାର ଖୋଜି ତୁରିତେ 

ବିମଳା ମାତାଙ୍କ ଠାରୁ ନେଇ ମୋହିନୀ ଧୂଳି

ହେରାପଞ୍ଚମୀରେ ସାଗର ଦୁଲଣୀ 

ଫିଙ୍ଗି ଆସିଲେ ଜନମ ବେଦୀରେ। 

 

୩- ହେରାପଞ୍ଚମୀ ରେ ସଖୀମାନଙ୍କ ସାଙ୍ଗରେ 

  ଭାଙ୍ଗିଲେ ନନ୍ଦିଘୋଷ ହଂସପଟା ରାଗରେ

    ହାତେ ଧରି କାଠ ଖଣ୍ଡେ ଖାଇ ପକ୍ତି ଭୋଗ 

     ଫେରିଲେ ମାତାଲକ୍ଷ୍ମୀ ହେରାଗଉରୀ 

      ସାହି ବାଟ।

ଜୟପୁର

Related posts

କୂଅ ଭିତରୁ ମୃତ ଗାଈ କୁ ଉଦ୍ଧାର କଲେ ଦମକଳ କର୍ମଚାରୀ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଭୋଦୁଅ ଆସିଛି

Sunil Chandra Nayak

ରାଇରଙ୍ଗପୁର ସତସଙ୍ଗ ବିହାର ପରିସରରେ ଶ୍ରୀ ଶ୍ରୀ ବଡ଼ ମା’ଙ୍କର ୧୨୯ ତମ ଜନ୍ମୋତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!