ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ଚିପିଲିମା ର ସାହିତ୍ୟ ସମାଜରେ ବିଭିନ୍ନ ପ୍ରତିଯୋଗିତା

ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ଚିପିଲିମା ର ସାହିତ୍ୟ ସମାଜର ଅଧ୍ୟକ୍ଷ ଡ଼କ୍ଟର କୌଶିକ କୁମାର ପାଣିଗ୍ରାହୀ ଙ୍କ ତତ୍ୱାବଧାନରେ ଓ ସଭାପତି ଆନନ୍ଦ କୁମାର, ଉପସଭାପତି ଅନିକେତ କୁମାର ଓ ଚତୁର୍ଥ ବର୍ଷର ପ୍ରତିନିଧି ନରସିଂହ ହୋତା ଙ୍କ ସହଯୋଗ ରେ ସମସ୍ତ ପ୍ରତିଯୋଗିତାର କାଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନ ହୋଇ ସାରିଛି l ତୃତୀୟ ବର୍ଷର ଛାତ୍ରୀ ସ୍ଵାଗତିକା ମହାନ୍ତି ଓ ପ୍ରଥମ ବର୍ଷର ଛାତ୍ର ସୃଷ୍ଟି ସୌରଭ ମିଶ୍ର ସବୁଠୁ ଅଧିକ ପୁରସ୍କାର ପାଇବାର ସୌଭାଗ୍ୟ ପାଇଛନ୍ତି l ସୃଷ୍ଟି ସୌରଭ ମିଶ୍ର ସାହିତ୍ୟ ସମାଜର ଶ୍ରେଷ୍ଠ ପ୍ରତିଦ୍ବନ୍ଦୀ ଭାବରେ ବିବେଚିତ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି l ଏମାନଙ୍କ କୃତିତ୍ୱକୁ ଆଖି ଆଗରେ ରଖି ସାହିତ୍ୟର ପ୍ରଗତି ହେବ ବୋଲି ସାହିତ୍ୟ ସମାଜର ସଭ୍ୟ ମାନେ ଗଭୀର ଆଶାବାଦୀ ଅଛନ୍ତି l

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

କମି ଆସିଲାଣି କାଠ ଗଣ୍ଡିରେ ହେଉଥିବା ପାରମ୍ପାରିକ ଧାନ ମଳା ପଦ୍ଧତି

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଏଇ ମୋହରି ଗାଆଁ

Sunil Chandra Nayak

Leave a Comment

error: Content is protected !!