ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ଼ ପ୍ରାଥମିକ କୃଷି ସମବାୟ ସମିତି ର ନିର୍ବାଚନ, ବିନା ପ୍ରତିଦ୍ୱନ୍ଦିତା ରେ ନିର୍ବାଚିତ ହେଲେ ସମସ୍ତ କର୍ମକର୍ତ୍ତା

ଧର୍ମଗଡ:୮/୭/୨୨: ଧର୍ମଗଡ ପ୍ରାଥମିକ କୃଷି ସମବାୟ ସମିତି ର ନିର୍ବାଚନ ପ୍ରକ୍ରିୟା ସମାପ୍ତ ହୋଇଯାଇଛି । ସମିତି ର ନିର୍ଦେଶକ ଠାରୁ ଆରମ୍ଭ କରି ସଭାପତି ପର୍ଯ୍ୟନ୍ତ ସମସ୍ତେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ସଭାପତି ଭାବେ ରମେଶ ଚନ୍ଦ୍ର ନାଏକ ଉପସଭାପତି ଭାବେ ସାନ ମାଝୀ ନିର୍ବାଚିତ ହୋଇ ଥିବା ବେଳେ ନିର୍ଦ୍ଦେଶକ ଭାବେ ଦେବାରଜ ନାଏକ, କନ୍ଦର୍ପ ଶବର, ବଳରମ ଲହଜଳ, ଲୀଳାମ୍ବର ନାଏକ , ସଞ୍ଜୟ ସେଠୀ, ଚିତ୍ତ ରଂଜନ ପଣ୍ଡା , ପରମେଶ୍ବ ଭୋଈ, ରବିନ୍ଦ୍ର ନାଏକ,ବୈଷ୍ଣବ ନାଏକ ,ଗୋବିନ୍ଦ ନାଏକ, ମାୟା ନାଏକ, ନରେନ୍ଦ୍ର ସାହୁ ଓ ରୁକଧର ନାଏକ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ନବ ନିର୍ବାଚିତ ସମସ୍ତ ପଦାଧିକାରୀ ଙ୍କୁ ସେବା ସମବାୟ ସମିତି ର ସମ୍ପାଦକ ପ୍ରଭିତ ନାଏକ , ଡିଇଓ ଦେବେନ୍ଦ୍ର ନାଏକ,ଅତିରିକ୍ତ ଡିଇଓ କୂଳମଣୀ ହଂସ ,ପିଅନ ନାଗେଶ୍ଵର ନାଏକ ରାତ୍ରି ଗଗୁଆଳୀ ସତ୍ରୁଘନ ସାଗର ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ 

Related posts

ପୂର୍ବତନ ସ୍ବାଧୀନ ବିଧାୟକ କପିଲ ନାରାୟଣ ତିୱାରୀ ଙ୍କ ଆଜି ୯୩ ବର୍ଷରେ ପରଲୋକ

Sunil Chandra Nayak

ସସ୍ମିତେଶ ସାହୁ ଙ୍କ କବିତା ଦୁବ ଘାସ

Sunil Chandra Nayak

କବିତା – ଉତ୍କଳ ଦିବସ

Sunil Chandra Nayak

Leave a Comment

error: Content is protected !!