ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ହାଇସ୍କୁଲ ସାର୍ଟିଫିକେଟ ଗ୍ରେଡ ୧ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ

ଜୁନାଗଡ଼,୧୦/୭(ମ ନି ସ)  ପ୍ରଫେସର ଭୁବନେଶ୍ୱର ବେହେରା ଇଉଥ ଅର୍ଗାନାଇଜେସନ,ସିଧି ବିନାୟକ ଏଜୁକେସନ ଟ୍ରଷ୍ଟ, ସ୍ୱାଗତ ଲାଇବ୍ରାରୀ ଓ ଦଣ୍ଡପାଟ ଯୁବ ସଂଗଠନ ଆନୁକୂଲ୍ୟରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଚଳିତ ମାଟ୍ରିକ ସାର୍ଟିଫିକେଟ ଗ୍ରେଡ ୧ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଏକ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତେମଲାଲ ଦୁବେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରି ସମ୍ବର୍ଦ୍ଧିତ କରିଥିଲେ। ବିଶିଷ୍ଟ ଶିକ୍ଷ୍ୟ।ବିତ ଅଧ୍ୟାପକ ଲିଙ୍ଗରାଜ ମିଶ୍ର ଏହିକାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଥିବାବେଳେ ସଂଗଠନର ସଭାପତି ବିରଜା ପଣ୍ଡା,ଚିନ୍ମୟ ବେହେରା,ପ୍ରଧାନ ଶିକ୍ଷକ ଶ୍ରବଣ କୁମାର ସାହୁ,ବସନ୍ତ ନାଏକ ,ସୁକାନ୍ତ ପଣ୍ଡା,ହେମନ୍ତ ମୁଣ୍ଡ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରି ସେମାନଙ୍କ ମଙ୍ଗଳ କାମନା କରିଥିଲେ । ଉଦିତ କୁମାର ବେହେରା ଓ ଅବିନାଶ ମୁଣ୍ଡ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏଥିରେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବୈଜୟନ୍ତି ମିଶ୍ର, ଧର୍ମଗଡ଼ ଉପଖଣ୍ଡରରୁ ଜିଏଲଏସ ବିଶ୍ୱଜିତ ଓ ଜୁନାଗଡ଼ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ଗ୍ରେଡ ୧ ର ୭ ଜଣ , ମୁଖିଗୁଡାର ୪ଜଣ ଜୟପାଟଣା ର ୨ ଜଣ ଉଛଲା ଓ ଚପ୍ରିୟା ଉଚ୍ଚବିଦ୍ୟାଳୟର ଜଣେ ଲେଖାଏ ଛାତ୍ରଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର,ଟ୍ରଫି ଓ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମରେ ଅଜୟ କୁମାର ପାଢୀ ,ସଂଜୀବ ଦାସ,ଧର୍ମେନ୍ଦ୍ର ନାଗ, ଲଲଟେନ୍ଦୁ ଘି,ପ୍ରଭାତ ଦାସ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।ଡିସିବି ବ୍ୟାଙ୍କ, ଲଳିତ ଇଲେକ୍ଟ୍ରୋ ନିକ ,କୁବେର ଯୁବ ସଂଗଠନ ପ୍ରାୟୋଜକ ଭାବେ ଦାୟିତ୍ୱ ତୁଲାଇଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖୀତି ଙ୍କ ରିପୋର୍ଟ

Related posts

ସମ୍ପୂର୍ଣ ଶୁଷ୍କ ସାନ୍ଦୁଲ ନଦୀ, ନର୍ଲା ରେ ପାନୀୟ ଜଳ ଯୋଗାଣ ଠପ 

Sunil Chandra Nayak

ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଅକ୍ଷୟ ତୃତୀୟାର ଭେଟି, ମିଳିବ ଦୁଇ ହଜାର ଟଙ୍କା,ଏନେଇ ଘୋଷଣା କଲେ ରାଜ୍ୟ ସରକାର

କାୟାକଳ୍ପ – 2021-22 , ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort