ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାନ ପୋଡ଼ାଗୁଡା ଠାରେ କୁନି ରଥ କୁ ଟାଣିଲେ କୁନି କୁନି ପିଲା

କୋକସରା,୧୦/୦୭-( ମ ନି ସ) ଶନିବାର ପବିତ୍ର ବାହୁଡା ଯାତ୍ରା ପାଇଁ ବଡଦାଣ୍ଡ ଠୁ ଗାଁ ଦାଣ୍ଡ ରେ ଜଗତ ର ନାଥ ଜଗନ୍ନାଥ ଙ୍କ ସହ ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ମାଉସୀ ମା ଘରୁ ନିଲକନ୍ଦର କୁ ବାହୁଡିଛନ୍ତି। ତେବେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାନ ପୋଡ଼ାଗୁଡା ଠାରେ ଦେଖିବାକୁ ମିଳିଛି ଏକ ନିଆରା ବାହୁଡା ଯାତ୍ରା । ଛୋଟ କୁନି କୁନି ପିଲାମାନେ ପ୍ରଭୁ ଜଗନ୍ନାଥ ଙ୍କ ଏକ କୁନି ରଥ ନିର୍ମାଣ କରି ଜଗନ୍ନାଥ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ବିଗ୍ରହ ଙ୍କୁ ରଥାରୂଢ କରି ଗାଁ ପରିକ୍ରମା କରାଇବା ସହ ବାହୁଡା ଯାତ୍ରା ପାଳନ କରିଛନ୍ତି। ପିଲାଙ୍କ ଏହି ବାହୁଡା ଯାତ୍ରାରେ ଗ୍ରାମବାସୀ ସହ ଶ୍ରଦ୍ଧାଳୁ ମାନେ ମଧ୍ୟ ଦର୍ଶନ କରିଛନ୍ତି।

Related posts

ଅଭିଭାବକ ଶିକ୍ଷକ ସମ୍ମିଳନୀ

Sunil Chandra Nayak

ପିଡ଼ିଏସ ଚାଉଳ ଗଣ୍ଡକ ପାଇଁ ୪ ଟି ମୁଣ୍ତ ଗଡିଲା

ବିଜୟ କୁମାର ଜେନା ଙ୍କ କବିତା ଉର୍ମିଳାଙ୍କ ତ୍ୟାଗ

Sunil Chandra Nayak

Leave a Comment

error: Content is protected !!