ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଅନୁସୂଚିତ ଜନଜାତି/ଜାତି,ମହୁଲଡିହା, ରାଇରଙ୍ଗପୁର ପରିସରରେ ଅଭିଭାବକ – ଶିକ୍ଷକ ସମ୍ମିଳନୀ

ମୟୂରଭଞ୍ଜ – ୧୨/୭/୨୨ (ମସିହା) ଓଡିଶାର ସର୍ବ ପ୍ରଥମ ପ୍ରତିଷ୍ଠା ହୋଇଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଅନୁସୂଚିତ ଜନଜାତି /ଜାତି,ମହୁଲଡିହା, ରାଇରଙ୍ଗପୁର ପରିସରରେ ଅଭିଭାବକ -ଶିକ୍ଷକ ସମ୍ମିଳନୀ ପ୍ରଧାନ ଶିକ୍ଷୟତ୍ରୀ ପଦ୍ମାଳୟା ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲିପ ମହାନ୍ତି ଏବଂ ମୁଖ୍ୟବକ୍ତା ଭାବେ କଥାଶିଳ୍ପୀ ଲଳିତ ମହାନ୍ତ ଯୋଗ ଦେଇଥିଲେ ।ବିଶେଷତଃ ବିଦ୍ୟାଳୟରେ ଶିକ୍ଷୟତ୍ରୀ,ଅଭିଭାବକ-ଛାତ୍ରୀମାନଙ୍କ ମଧ୍ୟରେ ସୁସମ୍ପର୍କ ରହିଲେ ଶିକ୍ଷାନୁଷ୍ଠାନର ବିକାଶ, ବିଦ୍ୟାର୍ଥୀ ମାନଙ୍କର ପାଠପଢା,ଆତ୍ମ ବିଶ୍ବାସ, ବୌଦ୍ଧିକ ବିକାଶ ହୋଇପାରିବ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ଚୋରି ସାମଗ୍ରୀ ଉଦ୍ଧାର ଜଣେ କୋର୍ଟ ଚାଲାଣ

Sunil Chandra Nayak

ଶ୍ରୀଗୁରୁ ପୂର୍ଣିମା ଉତ୍ସବ ପାଳିତ

Sunil Chandra Nayak

ପଦଯାତ୍ରା ଓ ରକ୍ତଦାନ ଶିବିର ପାଇଁ କୋକସରା ବ୍ଲକ ବିଜେଡିର ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!