ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୈଷ୍ଣବ ନ।ଏକ ହେଲେ ଚିଲିଗୁଡା ଫାଣ୍ଡି ଅଧିକାରୀ

 ଚିଲିଗୁଡା ( ମ ନି ସ)  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଠାରେ ଥିବା ଫାଣ୍ଡି ରେ ଆଜି ବୈଷ୍ଣବ ନ।ଏକ ଚିଲିଗୁଡା ଫାଣ୍ଡି ଅଧିକାରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ।ଏଥି ପୂର୍ବରୁ ସେ ଜୁନାଗଡ଼ ଥାନାରେ କାର୍ଯ୍ୟରତ ଥିଲେ । ଚିଲିଗୁଡା ଫାଣ୍ଡି ଅଧିକାରୀ ବୀରବନ୍ଧୁ ସେଠୀଙ୍କୁ ଦଶପୁର ଫାଣ୍ଡିକୁ ବଦଳି ପରେ ଶ୍ରୀ ନ।ଏକ ନୂତନ ଭାବରେ ଚିଲିଗୁଡା ଫାଣ୍ଡିରେ ଯୋଗଦାନ କରିଛନ୍ତି । ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଜନ କଲ୍ୟାଣ ସାମ୍ବାଦିକ ସଙ୍ଘ ବୈଠକ 

Sunil Chandra Nayak

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା କେନ୍ଦେରା

Sunil Chandra Nayak

ନର୍ଲା ଠାରେ ଚବିଶ ପ୍ରହର ନାମ ଯଜ୍ଞର ଶୁଭଖମ୍ବ ସ୍ଥାପନ

Sunil Chandra Nayak

Leave a Comment

error: Content is protected !!