ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାଇ ସାଗର ଧାମରେ ଗୁରୁ ପୂର୍ଣ୍ଣିମା ପର୍ବ ପାଳିତ

ଢେଙ୍କାନାଳ ଆନନ୍ଦ ବଜାର ସ୍ଥିତ ଶନିଶ୍ଚର ଦେବଙ୍କ ମନ୍ଦିର ପରିସର ପାର୍ଶ୍ଵରେ ଥିବା ଶୀ ଶ୍ରୀ ଶିରିଡି ସାଇ ବାବାଙ୍କର ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି ।ପ୍ରାତଃ ରୁ କାକ ଆଳତୀ ଠାକୁରଙ୍କର ସ୍ନାନ ନୂତନ ବତ୍ସ ଫୁଲ ହାର ଦିପ ଧୂପ ଫଳ ମୂଳ ମିଠା ଭୋଗ ଲାଗି କରାଯାଇ ଥିଲା । ତାପରେ ସୂର୍ଯ୍ୟ ପୂଜା ଗୋ ପୂଜା ସାଇ ବାବାଙ୍କୁ ଷୋଳସ ଉପ ଚାର ପୂଜା, ସାଇଙ୍କ ଶହଶ ନାମ ପଠନ, ମଣ୍ଡଳ ପୂଜା,କଳସ ଅଧିବାସ ପୂଜା , ଯଞ ଆବାହନ ଓ ବିଭିନ୍ନ ପୂଜା ଅର୍ଚନା କରାଯାଇ ଥିଲା । ପୂଜକ ଅଜୟ କୁମାର ନନ୍ଦ, କର୍ତ୍ତା ଗୋପାଳ ଚନ୍ଦ୍ର ପାତ୍ର । କର୍ତ୍ତି ନିରେଶା ପାତ୍ର ,ବାର ଆସୋସିଏସନ ର ସଭାପତି ଟଙ୍କଧର ବେହେରା, ଗୋବିନ୍ଦ ଚନ୍ଦ୍ର ପାତ୍ର, କୃଷ୍ଣ ଚନ୍ଦ୍ର ଭଟ୍ଟ, ସର୍ବେଶ୍ଵର ଭଟ୍ଟ, ସୁଧାକର ସାହୁ, ମାମାଲି ସାହୁ, ଲୁସି ଭଟ୍ଟ ଓ କମିଟିର ସମସ୍ତ କମିବର୍ତ୍ତ। ଙ୍କ ଉପସ୍ଥିତିର ଏହି ଗୁରୁ ପୂର୍ଣ୍ଣିମା ପର୍ବଟି ପାଳିତ ହୋଇଥିଲ

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ମୌସୁମୀ ହେ ତୁମେ ଆସ

Sunil Chandra Nayak

ପୁଅ ର ମାଡ଼ରେ ବାପାର ମୃତ, ପୁଅ ନାରେ ହତ୍ୟା ମାମଲା ରୁଜୁ

Sunil Chandra Nayak

କାରରୁ 60 କେଜି ଗଞ୍ଜେଇ ଜବତ, 2 ଗିରଫ

Sunil Chandra Nayak

Leave a Comment

error: Content is protected !!