ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବନ ବିଭାଗ ଦ୍ଵାରା ଅଜଗର ଉଦ୍ଧାର

ମ, ରାମପୁର,୧୪/୭(ମସୀହା):- କଳାହାଣ୍ଡି ଜିଲ୍ଲା ମ, ରାମପୁର ରେଞ୍ଜ ଅନ୍ତର୍ଗତ ମଟଗଣ୍ଡା ନିକଟ ରେ ସାମାନ୍ୟ ଆହତ ହେଇ ଏକ ଅଜଗର ରାସ୍ତା କଡ ରେ ରହିଥିଲା। ଏ ନେଇ ବନ ବିଭାଗ କୁ ସୂଚନା ଦେବା ପରେ ରେଞ୍ଜ ଅଧିକାରୀ ଅସିତ୍ କୁମାର ଦାସ ବନ ରକ୍ଷୀ ବାଳ କୃଷ୍ଣ ଜାଲ୍ ଙ୍କୁ ପଠାଇ ଥିଲେ। ବନ ବିଭାଗ ତରଫରୁ ଉକ୍ତ ଅଜଗର କୁ ସୁରକ୍ଷିତ ଭାବରେ ଉଦ୍ଧାର କରି ନିକଟସ୍ଥ ସିହିଡି ଗ୍ରାମ୍ୟ ଜଙ୍ଗଲ ରେ ଛାଡ଼ି ଥିବା ଜଣାଯାଇଛି।

ମ ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ

Related posts

ଘୋଟିଆ ଗ୍ରାମ ରେ ସ୍ୱଚ୍ଛ ଭାରତ ମିଶନ ତରଫରୁ ଗ୍ରାମ ସଫେଇ ଓ ସଚେତନା ଅଭିଯାନ କାର୍ଯ୍ୟକ୍ରମ 

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ର ଜିଲ୍ଲା ସ୍ତରୀୟ ସାଧାରଣ ବୈଠକ

Sunil Chandra Nayak

Leave a Comment

error: Content is protected !!