ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମବାୟ ନିର୍ବାଚନ, କଲମପୁର ରେ ଶଙ୍କର୍ଷଣ ବେହେରା, ମଣ୍ଡଳ ରେ ମହେନ୍ଦ୍ର ଯୋଶୀ, ବଡକୁଟୃ ରେ ପ୍ରତିଦ୍ବନ୍ଦିତା

କଲମପୁର-୨୮/୬(ମସିହା) କଲମପୁର ସେବା ସମବାୟ ସଭାପତି ପଦବୀ ନିମନ୍ତେ ନିର୍ବାଚନ ଧାର୍ଯ୍ୟ ହୋଇ ଥିବା ବେଳେ ଆଜି କଲମପୁର ସେବା ସମବାୟ ସମିତି ସଭାପତି ଭାବେ ଶଙ୍କର୍ଷଣ ବେହେରା ଓ ମଣ୍ଡଳ ସେବା ସମବାୟ ସମିତି ସଭାପତି ଭାବେ ମହେନ୍ଦ୍ର ଯୋଶୀ ନିର୍ଦନ୍ଦରେ ନିର୍ବାଚିତ ହୋଇଛନ୍ତି । ବଡକୁଟୃ ସେବା ସମବାୟ ସମିତି ନିମନ୍ତେ ଜୟନ୍ତ ନାଏକ ଓ ମଞ୍ଜୁଳା ସାହୁଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ପାଇଁ ଧାର୍ଯ୍ୟ ହୋଇଛି ।ଉଭୟଙ୍କ ମଧ୍ୟରେ କଡା ଟକ୍କର ହେବା ସମ୍ଭାବନା ଦେଖା ଦେଇଛି ।ଜଣେ ପୂର୍ବତନ ବ୍ଳକ ଅଧ୍ୟକ୍ଷା ହୋଇଥିବା ବେଳେ ଜଣେ ପୂର୍ବତନ ବିଧାୟକ ପ୍ରାର୍ଥୀ ରହି ଥିଲେ ।

ପରମାନନ୍ଦ ଠାକୁର ମସିହା ପ୍ରତିନିଧି କଲମପୁର, କଳାହାଣ୍ଡି

Related posts

ଥୁଆମୂଳ ରାମପୁର ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ

Sunil Chandra Nayak

ରାଇରଙ୍ଗପୁରରେ’ ସମାଜ’ ତରଫରୁ ୯୪ ତମ ଶ୍ରାଦ୍ଧ ଦିବସ ପାଳନ ସହ ରକ୍ତଦାନ ଶିବିର ଆୟୋଜନ

Sunil Chandra Nayak

ଆସନ୍ତା ୩ ତାରିଖରେ ଗଣ ଶିକ୍ଷକ/ପ୍ରାଥମିକ ଶିକ୍ଷକ(ଏକ୍ସ କ୍ୟାଡର)ସଙ୍ଘର ରାଲି ସହ ଡାକବାଜି ଯନ୍ତ୍ର ବ୍ୟବହାର ନିମନ୍ତେ ଅନୁମତି ନେଇ ଥାନା ଅଧିକାରୀ ଙ୍କୁ ଦେଲେ ଦରଖାସ୍ତ

Sunil Chandra Nayak

Leave a Comment

error: Content is protected !!