ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋଭିଡ କେୟାର ସେଣ୍ଟରରେ ସ୍ୱଛତା ଅଭିଯାନ

ବୌଦ୍ଧ – ୨୦.୧୧ – ଆଜି ପୂର୍ବାହ୍ନରେ ବୌଦ୍ଧ ଜ଼ିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶଙ୍କ ନେତୃତ୍ୱରେ କୋଭିଡ କେୟାର ସେଣ୍ଟରଠାରେ ସ୍ୱଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱଛତା ଅଭିଯାନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରା ଯୋଗଦେଇ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଡିଏମଓ ମେଡିକାଲ ଡା. ସଂଘମିତ୍ରା ପଣ୍ଡା,ଡା. ବି.କେ.ଆର.ସି ଦେଓ ହେମ୍ବ୍ରମ,ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ,ହସପିଟାଲ ମ୍ୟାନେଜର ସଚ୍ଚିଦାନନ୍ଦ ପାଢି,ସ୍ଥପତି ସୁମନ ଷଡଙ୍ଗୀ, ଷ୍ଟାଫନର୍ସ ଓ ସଫେଇ କର୍ମଚାରୀମାନେ ଉପସ୍ଥିତ ରହି ସଫେଇ କାର୍ଯ୍ୟ କରିଥିଲେ ।

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ମା ମୋଟ୍ରାଣୀ ଙ୍କ ଚୈତ୍ର ଘଣ୍ଟ ଯାତ୍ରା ପାଳିତ

Sunil Chandra Nayak

ନୂଆପଡା ଜିଲ୍ଲା ଗସ୍ତରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ସୁବ୍ରତ ବକଚି 

Sunil Chandra Nayak

କୁଡୁମିଙ୍କୁ ପୁନର୍ବାର ଆଦିବାସୀ ତାଲିକାଭୁକ୍ତ ନେଇ ଅଁଳାଯୋଡ଼ିରେ ରେଳଛେଙ୍କା ଅଭିଯାନ

Sunil Chandra Nayak

Leave a Comment

error: Content is protected !!