ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରତୀୟ ଜନତା ପାଟି ତରଫରୁ କଂଗ୍ରେସ ନେତା ଅଜୟ କୁମାର ଙ୍କ କୁଶ ପୁତ୍ତଳିକା ଦାହ ଓ ପ୍ରତିବାଦ 

ଢେଙ୍କାନାଳ କାମାକ୍ଷାନାଗାର ବ୍ଲକ ଜଗନ୍ନାଥ ଛକ ପାଖରେ ଆଜି ଭାରତୀୟ ଜନତା ପାଟି ତରଫରୁ କଂଗ୍ରେସ ନେତା ଅଜୟ କୁମାର ଙ୍କ କୁଶ ପୁତ୍ତଳିକା ଦାହ କରାଯଇଥିଲା ,  ବିଜେପି ପାଟି ତରଫରୁ ରାଷ୍ଟ୍ରପତି ପ୍ରାର୍ଥନୀ ଦ୍ରୋପଦି ମୁର୍ମୁ ଙ୍କୁ ପ୍ରାଥୀ କରାଯଇଥିବା ବେଳେ କଂଗ୍ରେସ ନେତା ମାନେ ମନ୍ତବ୍ୟ ଦେଇ ଥିବାରୁ ବିବାଦୀୟ ଘେର କୁ ଆସିଛନ୍ତି ଦ୍ରୌପଦୀ ମୁର୍ମୁ ଜଣେ ଆଦିବାସୀ ମହିଳା ଓ ଦଳିତ ନେତ୍ରୀ ହୋଇ ଥିବାରୁ କଂଗ୍ରେସ ନେତା ମାନଙ୍କର ଏପରି ମନ୍ତବ୍ୟ କୁ ନିନ୍ଦା କରାଯାଉଛି ଆଜି ଭାରତୀୟ ଜନତା ପାର୍ଟି ର ସମସ୍ତ କର୍ମକର୍ତା ଓ ସ୍ଥାନୀୟ ନେତା ଶତ୍ରୁଘନ ଜେନା ସଞ୍ଜୟ ରାଉତ ଜିତେନ୍ଦ୍ର ବିଶ୍ୱାଳ ଓ ଶତାଧିକ କର୍ମୀ ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେେ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜଳଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ପଦୋନ୍ନତି

Sunil Chandra Nayak

ଭାଷା କେହି କାହାର ଶତ୍ରୁ ନୁହନ୍ତି, ସମସ୍ତେ ପରିପୂରକ

Sunil Chandra Nayak

ତହସିଲଦାରଙ୍କ ଉପସ୍ଥିତିରେ ପ୍ରେମି ଯୁଗଳଙ୍କ ବିବାହ

Leave a Comment

error: Content is protected !!