ଢେଙ୍କାନାଳ କାମାକ୍ଷାନାଗାର ବ୍ଲକ ଜଗନ୍ନାଥ ଛକ ପାଖରେ ଆଜି ଭାରତୀୟ ଜନତା ପାଟି ତରଫରୁ କଂଗ୍ରେସ ନେତା ଅଜୟ କୁମାର ଙ୍କ କୁଶ ପୁତ୍ତଳିକା ଦାହ କରାଯଇଥିଲା , ବିଜେପି ପାଟି ତରଫରୁ ରାଷ୍ଟ୍ରପତି ପ୍ରାର୍ଥନୀ ଦ୍ରୋପଦି ମୁର୍ମୁ ଙ୍କୁ ପ୍ରାଥୀ କରାଯଇଥିବା ବେଳେ କଂଗ୍ରେସ ନେତା ମାନେ ମନ୍ତବ୍ୟ ଦେଇ ଥିବାରୁ ବିବାଦୀୟ ଘେର କୁ ଆସିଛନ୍ତି ଦ୍ରୌପଦୀ ମୁର୍ମୁ ଜଣେ ଆଦିବାସୀ ମହିଳା ଓ ଦଳିତ ନେତ୍ରୀ ହୋଇ ଥିବାରୁ କଂଗ୍ରେସ ନେତା ମାନଙ୍କର ଏପରି ମନ୍ତବ୍ୟ କୁ ନିନ୍ଦା କରାଯାଉଛି ଆଜି ଭାରତୀୟ ଜନତା ପାର୍ଟି ର ସମସ୍ତ କର୍ମକର୍ତା ଓ ସ୍ଥାନୀୟ ନେତା ଶତ୍ରୁଘନ ଜେନା ସଞ୍ଜୟ ରାଉତ ଜିତେନ୍ଦ୍ର ବିଶ୍ୱାଳ ଓ ଶତାଧିକ କର୍ମୀ ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେେ।
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ