ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରତୀୟ ଜନତା ପାର୍ଟି ର ନଗର କାର୍ଯ୍ଯକାରିଣୀ ବୈଠକ

ଉତ୍କେଳା-:  ଭାରତୀୟ ଜନତା ପାର୍ଟି ନଗର କେସିଙ୍ଗା ତରଫରୁ  ଗତ କାଲି ବିଦ୍ୟାମନ୍ଦିର ଠାରେ ନଗର କାର୍ଯ୍ଯକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ରେ ନଗର ସଭାପତି ମଗନ୍ ସିନ୍ଦୂର ସଭାପତିତ୍ବ କରିଥିଲେ ଏବଂ ମଞ୍ଚ ପରିଚାଳନା କରିଥିଲେ ନଗର୍ ସାଧାରଣ ସମ୍ପାଦକ ଧରଣୀ ନାଏକ, ମଞ୍ଚ ରେ ଉପସ୍ଥିତ ଥିଲେ, ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ଦାସ, ସାଂସଦ ଙ୍କ ପ୍ରତିନିଧି ଗୋବିନ୍ଦ ବାନଛୋର୍, ବିଧାୟକ ପ୍ରତିନିଧି ମନୋଜ ସାହୁ, ସରିତା ସିନ୍ଦୂର୍, ପ୍ରଶାନ୍ତ ବାନାର୍ଜୀ, ପର୍ଶୁରାମ ସାହା, କୈଳାସ ଚନ୍ଦ୍ର ଜୈନ, ପ୍ରୀତେଶ ପଟେଲ୍, ନମିତା ରାଣୀ ସାହୁ, ସମସ୍ତ ମୋର୍ଚ୍ଚା ସଭାପତି, ତଥା ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।

ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ମନୋଜ ରଥ ଙ୍କ କବିତା ବିଶ୍ୱାସ ର ରଙ୍ଗ

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ରୂପାଙ୍ଗନା ଋତୁମତି

Leave a Comment

error: Content is protected !!