ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାରଗିଲ୍ ବିଜୟ ଦିବସ ଅବସରରେ ସହିଦ୍ ମାନଙ୍କ ସ୍ମ୍ରୁତି ରେ ବ୍ରୁକ୍ଷ ରୋପଣ କାର୍ଜ୍ୟକ୍ରମ

ନବରଙ୍ଗପୁର— ଆଜି କାରଗିଲ ବିଜୟ ଦିବସ ଉପଲକ୍ଷେ ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (DRDA )ଅଫିସ କାର୍ଯ୍ୟାଳୟ ଠାରେ ସମ୍ଭବ ଫାଉଣ୍ଡେସନ ତରଫରୁ ସହିଦ ମାନଙ୍କ ସୃତିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା., ଏଥିରେ ମୁଖ୍ୟ ଅଥିତି ରୂପେ ନବରଙ୍ଗପୁର ଜିଲ୍ଲାପାଳ ଶ୍ରୀ କୋମଳଲୋଚନ ମିଶ୍ର, ସମ୍ମାନିତ ଅତିଥି PD DRDA ଏବଂ ସମାଜସେବୀ ଶ୍ରୀ ସିରାଜୁଦ୍ଦିନ ଅହମ୍ମଦ, ଏବଂ ସମାଜସେବୀ ଅଭିଳାଶ ନାୟକ, ଏବଂ ଗଣେଶ ନାୟକ ସମାଜସେବୀ, ଏବଂ ଜିଲ୍ଲା ଉନ୍ନୟନ ଅଧିକାରୀର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ।

Related posts

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଜନ ଶୁଣାଣି

Sunil Chandra Nayak

ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

ତରକାସୁର ବଧ

Sunil Chandra Nayak

Leave a Comment

error: Content is protected !!