ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ରହ୍ମ କୁମାର ସାରଙ୍ଗ ଧର ନାୟକ ଙ୍କ ‘ଅମରଗାଥା’ ପୁସ୍ତକ ଉନ୍ମୋଚନ

 ଆନନ୍ଦପୁର/ ଦେଓଗାଁ ୨୭/୦୬ ଘଷିପୁରାବ୍ଲକ ଚଣ୍ଡIଳି ଗ୍ରାମରେ ପ୍ରଜାପିତା ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଲୟ ଶିବ ଦର୍ଶନ ପାଥାଶାଳl ଠାରେ ବ୍ରହ୍ମ କୁମାର ସାରଙ୍ଗ ଧର ନାୟକ ଙ୍କ ‘ଅମରଗାଥା’ ପୁସ୍ତକ ସମାଜକୁ ଦିଗଦର୍ଶନ ଦେଲାଭଳି ପୁସ୍ତକ ର ଶୁଭ ଉନ୍ମୋଚନ ଅନୁଷ୍ଠିତ ହୋଇଛି ।ଏହି ଅବସରରେ ମଞ୍ଚ ର ଆବାହକ ରତ୍ନାକର ଦାସ ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭଦ୍ରକ ର ପ୍ରଜାପିତା ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ର ସଂଚାଳୀକା ମଂଜୁ ଦିଦି,ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପଣ୍ଡିତ ଦୟାନିଧି ଶତପଥି ଦାସ, ସମ୍ମାନିତ ଅତିଥି ଭାବେ ସମାଜ ସେବୀ ଅସୀମା ମିଶ୍ର , ଅବସର ଶିକ୍ଷା ଅଧିକାରୀ ଶରତ ଚଂଦ୍ର ରାଉତ, କବି ସୋମନାଥ ମାଝୀ ପ୍ରମୁଖ ଯୋଗଦେଇ ସାହିତ୍ୟ ପାଠକ ମାନଙ୍କୁ ଅମୋଦିତ କରିବା ସହ ଆଜିର ଯୁବ ପିଢ଼ି ଦିଗ୍ ଦର୍ଶନ ଓ ଭାରତ ର ସଂସ୍କୃତି ରକ୍ଷା ହୋଇ ପାରିବ ବୋଲି ଅତିଥି ମାନେ ମତ ପୋଷଣ କରିଛନ୍ତି I ଶେଷରେ ସାରଙ୍ଗ ଧର ନାୟକ ଙ୍କ ଏହି ପୁସ୍ତକ ପାଇଁ ତାଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥଲେ।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ।

Related posts

ଭୋଟର ତାଲିକା ସଂଵଧୀୟ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ବୈଠକ

Sunil Chandra Nayak

ବଜ୍ର କାପ୍ତ୍ତା ଉଦ୍ଧାର, ଆଉ ଜଣେ ଗିରଫ , ସୁସ୍ଥ ବଜ୍ର କାପ୍ତ୍ତା କୁ ନନ୍ଦନକାନନ ପଠାଯିବ

ସାମ୍ବାଦିକ ଏକତା ସମାଜ ପରିବର୍ତ୍ତନର ମୁଳଦୁଆ, କହିଲେ ମଞ୍ଚାସୀନ ଅତିଥି

Sunil Chandra Nayak

Leave a Comment

error: Content is protected !!