ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ବିଧାୟକ ଙ୍କ ସ୍ବାସ୍ଥ୍ୟ ବଜେଟ କୁ ବିରୋଧ

ସ୍ବାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଅଭାବ, ବିଏସକେୱାୟୀ ଟଙ୍କା ବକେୟା ନେଇ ରୋଗୀ ହାଇରାଣ,ପିଜି ନାମ ରେ ଡକ୍ଟର ମୁରୁଡ଼ି, ଏମ ଏଚ ୟୁ ଡାକ୍ତରଙ୍କୁ ନିୟମିତ, ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ରେ କିଡନି ରୋଗ ଚିକିତ୍ସା ବ୍ୟବସ୍ଥା

 ନୂଆପଡା ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଓଡ଼ିଶା ସରକାର ଙ୍କ ସ୍ବାସ୍ଥ୍ୟ ବଜେଟ ଆଗତ କରିଥିବା ବେଳେ ଏହି ବଜେଟ କୁ ବିରୋଧ କରି ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇଯାଇଅଛି। ସ୍ବାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଅଭାବ ରହିଛନ୍ତି। ଆବଶ୍ୟକ ଥିବା ଡାକ୍ତରୀ ପଦବୀ ଖାଲି ରହିଅଛି। ବିଏସକୱାୟୀ ଟଙ୍କା ବକେୟା ଥିବା ବେଳେ ଟଙ୍କା ସରକାର ଦେଉନଥିବା କାରଣ ରୁ ରୋଗୀ, ରୋଗୀ ସମ୍ପର୍କୀୟ, ଠିକ ରକମର ସ୍ବାସ୍ଥ୍ୟ ସେବା ମିଲିପାରୁ ନାହିଁ। ପିଜି ନାମ ରେ ଡକ୍ଟର ମାନେ ଉଚ୍ଚ ଶିକ୍ଷା କରିଯାଉଛନ୍ତି। ସେହି ଡାକ୍ତରୀ ପଦବୀ ଖାଲି ରହିଥାଏ। ତେଣୁ ପିଜି ଯାଉଥିବା ଡାକ୍ତର ସ୍ଥାନରେ ଅନ୍ୟ ନିଯୁକ୍ତି ପରେ ତାଙ୍କୁ ଛାଡିବା, ଡକ୍ଟର ଅଭାବ ଘଟଣା ଶାସକ ଦଳ ର ବିଧାୟକ ମାନେ ପ୍ରକାଶ କରିଛନ୍ତି।ଏମ ଏଚ ୟୁ ଡାକ୍ତରଙ୍କୁ ନିୟମିତ କରାଯାଉ, ଏହି ଡାକ୍ତର ମାନେ ଭ୍ରାମ୍ୟମାଣ ଦୟିତ୍ବ କରୁଛନ୍ତି।ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ରେ କିଡନି ରୋଗ ଚିକିତ୍ସା ବ୍ୟବସ୍ଥା, ବିଧାନସଭାରେ ବଚସ୍ପତି ଙ୍କ ଜରିଆରେ ଜଣାଇଛନ୍ତି।ରାୟପୁର ରୁ ଏମ୍ବୁଲେନ୍ସ ସେବା ଆରମ୍ଭ ହେଉ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବିଜେପି ର ଜିଲ୍ଲା କାର୍ଯ୍ୟ କାରିଣୀ ବୈଠକ

Sunil Chandra Nayak

କୋକସରାଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ନବ ନିର୍ବାଣ କୃଷକ ସଂଗଠନ ପକ୍ଷରୁ ଚାଷୀ ଜାଗରଣ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!