ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜସ୍ବ ସ୍କ୍ୱାର୍ଡ ପାର୍ଟି ଦ୍ବାରା ଦୁଇ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ;୪୦,୪୦୦ ଟଙ୍କା ଜୋରିମାନା ଆଦାୟ

ମୟୂରଭଞ୍ଜ – ୨୮/୭/୨୨ (ମସିହା) ମୟୂରଭଂଜ ଜିଲ୍ଲାର ବେଆଇନ ଲଘୁ ଖଣିଜ ପଦାର୍ଥ,ମୋରମ,ବାଲି,ପଥର ଚୋରା ଚାଲାଣ ଦିନକୁ ଦିନ ବୃଦ୍ଧି ପାଉଛି । ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି ।ଦିନ ଦ୍ୱିପ୍ରହରରେ ରାଜସ୍ବ ପ୍ରଶାସନ ଆଖି ଆଗରେ ଚୋରା ଚାଲାଣ ହଉଛି । କେଉଁଠି କେଉଁଠି ପ୍ରଶାସନ ସହ ବାଲିଓ,ପଥର ଓ ମୋରମ ମାଫିଆଙ୍କ ସହ ଲଢେଇ ହେଉଛି । ଗୁରୁବାର ପୂର୍ବାହ୍ନରେ ମୟୂରଭଞ୍ଜ ଜିଲ୍ଲାର ଵହଳଦା ତହସିଲ ଅନ୍ତର୍ଗତ ବାସିଙ୍ଗି ଠାରେ ରାଜସ୍ବ ସ୍କ୍ବାଡ ଟିମ୍ ଦୁଇଟି ବେଆଇନ ବୋଝେଇ ବାଲି ଟ୍ରାକ୍ଟର ଜବତ କରି ୪୦,୪୦୦ ଟଙ୍କା ଜୋରିମାନା ଆଦାୟ କରିଛି ।ସ୍କ୍ୱର୍ଡ ଟିଭିରେ ବିଜାତଳା ତହସିଲଦାର,ଜାମଦା ଅତିରିକ୍ତ ତହସିଲଦାର,ବିଜାତଳା ଆରଆଇ ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ମାଟ୍ରିକ ରେଜଲ୍ଟ: ୬ତାରିଖ ଦିନ ୧ଟାରେ ପ୍ରକାଶ ପାଇବ

ଦୁଇ ମାସ ହେଲା ପିଡ଼ିଏସ ଚାଉଳ ମିଳିନି, ବିଧାନ ସଭା ଗୃହ କମିଟି ପାଖରେ ଫେରାଦ ହେଲେ ଗାଁ ଲୋକେ

Sunil Chandra Nayak

ବାବା ସାହେବ ଆମ୍ବଦକର ଙ୍କ ୧୩୧ ତମ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!