ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କେଲା ରେ ଦୁର୍ବୁତ୍ତ ମାନଙ୍କ ଉତ୍ପାତ ବଢୁଛି

ଉତ୍କେଲା,୨୮/୦୭,(ମ ନି ସ) କେସିଙ୍ଗା ଥାନା ଉତ୍କେଲା ରେ କେତେକ ଦୁର୍ବୁତ୍ତ ରାତିରେ ବୁଲୁଥିବା ଚର୍ଚ୍ଚା ହେଉଛି। ତିନିରୁ ଚାରି ଜଣ ସେମାନେ ମୁହଁରେ କନା ବାନ୍ଧି ବୁଲୁ ଥିବା କହୁଛନ୍ତି ଲୋକେ। ଏପଟେ ଗତ ବୁଧବାର ରାତିରେ ଲାଲ ବାହାଦୁର ବିଦ୍ୟାପୀଠ ର ଇଲେକ୍ଟ୍ରି ବଲ କୁ ଭାଙ୍ଗି ପୁରୁଣା କୋଠରୀ ପଛପଟୁ କବାଟ ଭାଙ୍ଗି ଭିତରେ ଥିବା ଲୁହା ର ଆଲମାରି ,ଦୋଲି, ଅନ୍ୟାନ୍ୟ ଜିନିଷ ଦୁର୍ବୁତ୍ତ ମାନେ ଚୋରି କରି ନେଇଥିବା ଜଣାଇଛନ୍ତି ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶୁଭଶ୍ରି ମିଶ୍ର। ଏନେଇ ବିଦ୍ୟାଳୟ ର କମିଟି ସଭାପତି ନରେଶ ଶବର ସମେତ ସମସ୍ତ ସଦସ୍ୟ ଉତ୍କେଲା ଫାଣ୍ଡି ରେ ଲିଖିତ ଅଭିଯୋଗ କରିଥିବା ବେଳେ ଉତ୍କେଲା ଫାଣ୍ଡି ଅଧିକାରୀ ପ୍ରେମରାଜ କଅଁର ତଦନ୍ତ କରୁଥିବା ଜଣାପଡିଛି।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ

Related posts

କୁଟୁଡୁଘାଟିରେ ତଳକୁ ଖସିଲା ବେଦାନ୍ତ ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Sunil Chandra Nayak

ଶିଶୁ ସୁରକ୍ଷା ଓ ବାଲ୍ଯ ବିବାହ ନିରୋଧ ସମ୍ବନ୍ଧରେ ପଞ୍ଚାୟତ ପ୍ରତିନିଧିଙ୍କ ତାଲିମ

Sunil Chandra Nayak

ରାଉରକେଲା କଲେଜରେ ବନମହୋତ୍ସବ ସପ୍ତାହ ପାଳନ

Leave a Comment

error: Content is protected !!