ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଳ ଲାଗି ପାଇଁ କେନାଲ ରୁ ପାଣି ଉଠାଉ ଥିବା ବେଳେ ଜଣେ କାଉଡିଆ ନିଖୋଜ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଆଳୁ ରେଙ୍ଗାଳି ବାମ କେନାଲ ରୁ ଜଳ ଲାଗି ପାଇଁ ପାଣି ଉଠାଉଥିବା ବେଳେ ଜଣେ କାଉଡିଆ ନିଖୋଜ, ନିଖୋଜ କାଉଡିଆ ଜଣକ ହେଉଛନ୍ତି ତାଳଚେର ଆଇ.ଟି.ଆଇ ଛକ ଅଂଚଳ ର ମହେଶ୍ୱର ବାରିକ | ସୂଚନା ମୁତାବକ ଆଜି ଭୋର ସକାଳେ ଦୁଇ ଜଣ କାଉଡିଆ ଏକ ବାଇକ ରେ ଅଷ୍ଟଶମ୍ଭୁ ମନ୍ଦିର କୁ ଜଲଲାଗି ପାଇଁ କୁଆଳୁ ରେଙ୍ଗାଳି ବାମ କେନାଲ ରୁ ପାଣି ଉଠାଉଥିବା ବେଳେ, ଅସାବଧାନତା କାରଣରୁ ଦୁଇ ଜଣ ଯାକ କେନାଲ ରେ ଭାସି ଯାଇଥିଲେ | ତେବେ ସ୍ଥାନୀୟ ଲୋକ ଜଣେ କାଉଡିଆ ଙ୍କୁ ଉଦ୍ଧାର କରିଥିବା ବେଳେ, ଅନ୍ୟ ଜଣେ ଭାସି ଯାଇଥିଲେ | ଏ  ନେଇ ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ, ଖବର ପାଇ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ପହଂଚି ନିଖୋଜ କାଉଡିଆ ଙ୍କୁ ଖୋଜା ଖୋଜି ଜାରି ରଖିଛନ୍ତି |

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ବାବା ସାହେବଙ୍କ ୧୩୨ତମ ଜନ୍ମ ଜୟନ୍ତୀ ପାଳନ

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ତୁମକୁ

Sunil Chandra Nayak

ଜୁଲାଇ ୧ ରେ ଫିଟିବ “ବିଦ୍ୟାରାଣ” 

Sunil Chandra Nayak

Leave a Comment

error: Content is protected !!