ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରତାପ କିଶୋର ରାଉତ ଙ୍କ କବିତା  ମା’ ବିଶ୍ୱ ଜନନୀ

    ମା’ ବିଶ୍ୱ ଜନନୀ

      

     ପ୍ରତାପ କିଶୋର ରାଉତ

ମା’ ତୋପାଦେ କରୁଛି ଦୟିନୀ 
     ଆଶୀଷ ଦିଅ ବରଷି
     ପାହିଯାଉ ଦୁଃଖ ନିଶି
           ତୁହି ମାଗୋ ବିଶ୍ୱ ଜନନୀ ।
  ମା’ ତୋ ପାଦେ——–।0।
ତୋ ପଣତ ତଳେ ମିଳେ ସରଗ ସୁଖ
ଯେତେ ଦୋଷ କଲେ ହୋଇନାହୁଁ ବିମୁଖ
      ତୁହି ମାଗୋ ବିଶ୍ୱ ଜନନୀ ।
   ମା’ ତୋ ପାଦେ———-।୧।
ମା’ ଥିଲେ ଦୁନିଆରେ କାହାକୁ ଡର
ମା’ ବିନା ସବୁ କିଛି ଲାଗେ ଅସାର
      କୃପା କର ଜଗଜ୍ଜନନୀ ।୨।

ତେନ୍ତୁଳିପଦୀ , ହାଟଡିହି , କେନ୍ଦୁଝର

    

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଶବ୍ଦ ତୁମେ

Sunil Chandra Nayak

ଡ.ପ୍ରଶାନ୍ତ କୁମାର ଶତପଥୀ ଙ୍କ କବିତା ମଙ୍ଗଳ ଦାୟକ ପ୍ରଭୁ ଗଜାନନ

Sunil Chandra Nayak

ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଚାରି ଦଫା ଦାବୀ ନେଇ ଶୋଭାଯାତ୍ରା ଓ ଦାବୀ ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!