ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟୁତ୍ ପ୍ରଭା ନାୟକ ଙ୍କ କବିତା ଶ୍ରୀ ଜଗନ୍ନାଥ ହରି 

ଶ୍ରୀ ଜଗନ୍ନାଥ ହରି 

ଭଜୁଥାରେ ମନସାରୀ
     ଜୟ ଶ୍ରୀ ଜଗନ୍ନାଥ ହରି
ବାଜେ ବାଂଶୁରୀ . . . .
ଜୟ ଜୟ ଶ୍ରୀ ନୀଳଗିରୀ ପତିତପାବନ ହରି
ଦୁଃଖେ ସୁଖେ ନିଏ ହାତ ଧରି
ବଡ଼ ଶୋଦ୍ଭାମୟ ତାଙ୍କ ପୁରୀ
ବୈକୁଣ୍ଠ ବିହାରୀ ହରି 
    ତାଙ୍କ କେତେ ସେବାକାରୀ
ଦ୍ଭାବରେ ଭାବରେ ବାନ୍ଧେ ଭକତ ଡୋରୀ
ଭଜୁଥାରେ . . . . . . . . .
ନୂଆ ନୂଆ ନାମ କୁଞ୍ଜେ ନୂଆ ସେ ସାରୀ
ଜଗତେ ପଡ଼ୁଛି ହୁରି କିଏ କରିଛି ଚିତ୍ତ ଚୋରୀ
ନୂଆ ନୂଆ ପିଞ୍ଜରାରେ ପଶିଛି ସାରୀ
ଜୟ ଜୟ ଶ୍ରୀ ଜଗନ୍ନାଥ ମୁଖେ ଉଚ୍ଚାରୀ
ଅନ୍ତର ବେଦନା ମୋର ତୁମେ ଶ୍ରୀହରି
ମଧୁର ମଧୁର ଅତି ସୁମଧୁର ବାଜେ ବାଂଶୁରୀ
ଭଜୁଥାରେ . . . . . . . . . .

ଜୟ ଜଗନ୍ନାଥ 

ବିଦ୍ୟୁତ୍ ପ୍ରଭା ନାୟକ 

କୁଆଖିଆ, ଯାଜପୁର 

Related posts

ବେଣୁଧର ସୁତାର ଙ୍କ କବିତା – ପ୍ରୀତି ର ବସନ୍ତ

Sunil Chandra Nayak

ନିରୁପମା ପାଣି ଙ୍କ କବିତା ଗଣ ପର୍ବ ରଜ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ମନ ଆକାଶ ରେ ଜହ୍ନ

Sunil Chandra Nayak

Leave a Comment

error: Content is protected !!