ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟୁତ୍ ପ୍ରଭା ନାୟକ ଙ୍କ କବିତା ଶ୍ରୀ ଜଗନ୍ନାଥ ହରି 

ଶ୍ରୀ ଜଗନ୍ନାଥ ହରି 

ଭଜୁଥାରେ ମନସାରୀ
     ଜୟ ଶ୍ରୀ ଜଗନ୍ନାଥ ହରି
ବାଜେ ବାଂଶୁରୀ . . . .
ଜୟ ଜୟ ଶ୍ରୀ ନୀଳଗିରୀ ପତିତପାବନ ହରି
ଦୁଃଖେ ସୁଖେ ନିଏ ହାତ ଧରି
ବଡ଼ ଶୋଦ୍ଭାମୟ ତାଙ୍କ ପୁରୀ
ବୈକୁଣ୍ଠ ବିହାରୀ ହରି 
    ତାଙ୍କ କେତେ ସେବାକାରୀ
ଦ୍ଭାବରେ ଭାବରେ ବାନ୍ଧେ ଭକତ ଡୋରୀ
ଭଜୁଥାରେ . . . . . . . . .
ନୂଆ ନୂଆ ନାମ କୁଞ୍ଜେ ନୂଆ ସେ ସାରୀ
ଜଗତେ ପଡ଼ୁଛି ହୁରି କିଏ କରିଛି ଚିତ୍ତ ଚୋରୀ
ନୂଆ ନୂଆ ପିଞ୍ଜରାରେ ପଶିଛି ସାରୀ
ଜୟ ଜୟ ଶ୍ରୀ ଜଗନ୍ନାଥ ମୁଖେ ଉଚ୍ଚାରୀ
ଅନ୍ତର ବେଦନା ମୋର ତୁମେ ଶ୍ରୀହରି
ମଧୁର ମଧୁର ଅତି ସୁମଧୁର ବାଜେ ବାଂଶୁରୀ
ଭଜୁଥାରେ . . . . . . . . . .

ଜୟ ଜଗନ୍ନାଥ 

ବିଦ୍ୟୁତ୍ ପ୍ରଭା ନାୟକ 

କୁଆଖିଆ, ଯାଜପୁର 

Related posts

ବୃନ୍ଦାବାହାଲରେ ନିଆରା ଢଙ୍ଗରେ ଅକ୍ଷୟ ତୃତୀୟା ପାଳନ

ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ରେ ଥିବା ଆଦିବାସୀ ହଷ୍ଟେଲ ରୁ ବର୍ଷା ପାଣି ଝରୁଛି, କେନ୍ଦ୍ରୀୟ ବିଦ୍ୟାଳୟ ପରିଚାଳିତ ବନ୍ଦ କରି ଥିବା ବେଳେ ତୁରନ୍ତ ମରାମତି ନେଇ ଦାବୀ ହୋଇଛି

Sunil Chandra Nayak

କବିତା – କର୍ମ

Sunil Chandra Nayak

Leave a Comment

error: Content is protected !!