ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜପୁର ସ୍କୁଲରେ ଶିକ୍ଷକଙ୍କ ଆନ୍ଦୋଳନ ପାଇଁ ଏକ ପ୍ରସ୍ତୁତି ବୈଠକ

ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ରାଜପୁର ସରକାରୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରାଥମିକ ଏକ୍ସ କେଡର ଜୁନାଗଡ଼ ସଂଘର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା ।ଶିକ୍ଷକ କନ୍ଦର୍ପ ନ।ଏକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ଆସନ୍ତା ୨୭/୧୨/୨୦୨୨ରିଖ ଦିନ ୮ ଦଫା ଦାବି ନେଇ ଭୁବନେଶ୍ୱର ଲୋଏର ପି ଏ ମ ଜି ରେ ଆନ୍ଦୋଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଜୁନାଗଡ଼ ବ୍ଲକ ସଂଘର ସଭାପତି କୈଳାସ ବିଶି ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ସମସ୍ତେ ଏକତ୍ରିତ ହୋଇ ରାଜ୍ୟ ସଂଘ ଡାକରାରେ ଆନ୍ଦୋଳନ କୁ ସହଯୋଗ କରିବା ପାଇଁ ଆହ୍ୱାନ କରିଥିଲେ ।ଏଥିରେ ଉପସଭାପତି ଶରତ ସାହୁ ସମ୍ମାନିତ  ଅତିଥି ଭାବରେ ଯୋଗଦାନ କରି ଥିବା ବେଳେ ଶିକ୍ଷକ ପ୍ରଦୀପ ଭୋଇ ସଭା ପରିଚାଳନା କରିଥିଲେ ।ଏଥିରେ ବଣିଜରା ,ମାଟି ଗାଁ ,ବାଙ୍କ ପଲାସ ଓ ମୁଣ୍ଡରା ଗୁଡାର ସମସ୍ତ ଏକ୍ସ କେଡର ଶିକ୍ଷକ ମାନେ ଯୋଗଦାନ କରି ଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଫରଚୁନ କାର୍ ଦୁର୍ଘଟଣା ରେ ଜଣେ ମୃତ ତିନି ଗୁରୁତର

Sunil Chandra Nayak

ମହାଶ୍ୱେତା ପାଣିଗ୍ରାହୀ ଙ୍କ କବିତା ଆସ ପଢ଼ିବା ଅ ଆ

Sunil Chandra Nayak

ବିଶ୍ୱଜିତ୍ ନାୟକ ଙ୍କ କବିତା ମାତୃ ଦିବସ

Sunil Chandra Nayak

Leave a Comment

error: Content is protected !!