ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଦଳର ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଘେରାଉ

 ନବରଙ୍ଗପୁର ୫/୮(ମନିସ) ପେଟ୍ରୋଲ , ଡିଜେଲ୍, ଇନ୍ଧନ ଗ୍ୟାସ ,ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ର ଅହେତୁକ ମୂଲ୍ୟ ବୃଦ୍ଧି ,ଅଗ୍ନିପଥ ଯୋଜନା ଏବଂ ମୁଡି, ଗୁଡ଼, ଖଇ ପ୍ରଭୃତି ଉପରେ ଜି ,ଏସ ,ଟି ଲାଗୁ କରିବା ବିରୁଦ୍ଧରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ବିଫଳତାକୁ ନେଇ କଂଗ୍ରେସ ଦଳ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।ନବରଙ୍ଗପୁର ପୋଲିସ କଂଗ୍ରେସ ନେତାମାନଙ୍କୁ ଗିରଫ କରିଛି ।ଗିରଫ ହୋଇଥିବା ପ୍ରମୁଖ ନେତାମାନେ ହେଲେ ମୁନା ତ୍ରିପାଠୀ ଜିଲ୍ଲା କଂଗ୍ରେସ୍ ସଭାପତି ,ସଦନ ନାୟକ ପୂର୍ବତନ ବିଧାୟକ ଉପ ସଭାପତି ପିସିସି ,ଧରମ ସିଂ ପିସିସି ସଭ୍ୟ, ଡ.ଲିପିକା ମାଝୀ ଜିଲ୍ଲା ପରିଷଦ ସଭ୍ୟା। ସୁରେନ୍ଦ୍ର ନାୟକ ପଛୁଆବର୍ଗ ର ରାଜ୍ୟ ସଂଯୋଜକ ,ଦିବାକର ପୂଜାରୀ ସରପଞ୍ଚ , ଦିଲ୍ଲୀପ ପ୍ରଧାନୀ ଜିଲ୍ଲା ଆଦିବାସୀ କଂଗ୍ରେସ ସଭାପତି ,ବୃନ୍ଦା ତ୍ରିପାଠୀ ଚାଷୀ ଜିଲ୍ଲା ସଭାପତି ଓ ନନ୍ଦାହାଣ୍ଡ ବ୍ଲକ ସଭାପତି ,ଦ୍ବାରିକା ମହାପାତ୍ର ଜିଲ୍ଲା ଯୁବ କଂଗ୍ରେସ ସଭାପତି, ଦୁଲଭ କନ୍ଦ ଗୌଡ଼ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ , କିଷାନ ହିଆଲ ସଂଖ୍ୟା ଲଘୁ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ବାଘ ସଦସ୍ୟ , ଦେବକାନ୍ତ ପଣ୍ଡା ମଣ୍ଡଳ ସଭାପତି ନବରଙ୍ଗପୁର ,ସତ୍ୟନାରାୟଣ ତ୍ରିପାଠୀ ବରିଷ୍ଟ କଂଗ୍ରେସ୍ ନେତା ,ବାମଦେବ ନାୟକ ପୂର୍ବତନ କାଉନସିଲର୍ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ। ।

ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ।

Related posts

ନୀଳ ମାଧବ ସରକାରୀ ହାଇ ସ୍କୁଲରେ 76ତମ ସ୍ଵାଧୀନତା ଦିବସ ପାଳନ

Sunil Chandra Nayak

ସାପ କାମୁଡା ରେ ଯୁବକର ମୃତ୍ୟୁ 

Sunil Chandra Nayak

ରାଉରକେଲା ମହାନଗର ପକ୍ଷରୁ ଖାଦ୍ୟ ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!