ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇଘରବ୍ଲକ ରେ ଦୁଇଗୋଟି +୨  ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୨୭ ଛାତ୍ରୀ ଛାତ୍ର ପ୍ରଥମ ଶ୍ରେଣୀ ରେ ପାସ       

  ରାଇଘର-:   ନବରଙ୍ଗପୁର ଜିଲା ରାଇଘର ବ୍ଲକ ରେ ଦୁଇଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ମୋଟ ୩୦୬ ଛାତ୍ରୀ ଛାତ୍ର +୨ ପରୀକ୍ଷା ଦେଉଥିବା ଜଣାପଡିଛି ସେଥି ମଧ୍ୟରୁ ରାଇଘର ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୨୨୮ ଓ ହାଟଭରାଣ୍ଡି ଗଣ୍ଡ ବାନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୭୮ ଛାତ୍ରୀ ଛାତ୍ର +୨ ରେ ଚଳିତ ବର୍ଷ ପରୀକ୍ଷା ଦେଇଥିଲେ ସେଥି ମଧ୍ୟରୁ ରାଇଘର ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୨୨୮ ଛାତ୍ରୀ ଛାତ୍ର ଙ୍କ ମଧ୍ୟରୁ ୧ମ ଶ୍ରେଣୀ ରେ ୨୨, ୨ୟ  ଶ୍ରେଣୀ ରେ ୩୬ ଓ  ୩ୟ ଶ୍ରେଣୀ ୭୭ ଛାତ୍ରୀ ଛାତ୍ର ସେହିପରି ହାଟଭରାଣ୍ଡି ଗଣ୍ଡ ବାନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୭୮ ଛାତ୍ରୀ ଛାତ୍ର ମଧ୍ୟରୁ ୧ମ ଶ୍ରେଣୀ ରେ ୫ , ୨ ଶ୍ରେଣୀ ରେ ୧୧ ଓ ୩ୟ ଶ୍ରେଣୀ ରେ ୪୩ ଛାତ୍ରୀ ଛାତ୍ର ପାସ୍ କରିଥିବା ଜଣାପଡିଛି l ରାଇଘର ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀ ସଞ୍ଜିତା ସାନା ୪୫୯ ମାର୍କ ରଖିଥିବା ବେଳେ ହାଟଭରାଣ୍ଡି ଗଣ୍ଡ ବାନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଦାମୋଦର ଗଣ୍ଡ ୪୫୭ ମାର୍କ ରଖିଥିବା ଜଣାପଡ଼ିଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

କୋକସରା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କୁ କାୟାକଳ୍ପ ପୁରସ୍କାର

Sunil Chandra Nayak

ଢେଙ୍କାନାଳ ଥିଙ୍କର୍ସ ଫୋରମ ର କାର୍ଯ୍ୟକାରିଣୀ ବୈଠକ ଏବଂ ଢେଙ୍କା ପୀଢ଼ ରେ ପୂଜା ଅର୍ଚ୍ଚନା

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ ପ୍ରବନ୍ଧ ଉତ୍କଳ ଗୌରବ ମଧୁସୂଦନ ଦାସ

Sunil Chandra Nayak

Leave a Comment

error: Content is protected !!