ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇଘରବ୍ଲକ ରେ ଦୁଇଗୋଟି +୨  ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୨୭ ଛାତ୍ରୀ ଛାତ୍ର ପ୍ରଥମ ଶ୍ରେଣୀ ରେ ପାସ       

  ରାଇଘର-:   ନବରଙ୍ଗପୁର ଜିଲା ରାଇଘର ବ୍ଲକ ରେ ଦୁଇଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ମୋଟ ୩୦୬ ଛାତ୍ରୀ ଛାତ୍ର +୨ ପରୀକ୍ଷା ଦେଉଥିବା ଜଣାପଡିଛି ସେଥି ମଧ୍ୟରୁ ରାଇଘର ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୨୨୮ ଓ ହାଟଭରାଣ୍ଡି ଗଣ୍ଡ ବାନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୭୮ ଛାତ୍ରୀ ଛାତ୍ର +୨ ରେ ଚଳିତ ବର୍ଷ ପରୀକ୍ଷା ଦେଇଥିଲେ ସେଥି ମଧ୍ୟରୁ ରାଇଘର ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୨୨୮ ଛାତ୍ରୀ ଛାତ୍ର ଙ୍କ ମଧ୍ୟରୁ ୧ମ ଶ୍ରେଣୀ ରେ ୨୨, ୨ୟ  ଶ୍ରେଣୀ ରେ ୩୬ ଓ  ୩ୟ ଶ୍ରେଣୀ ୭୭ ଛାତ୍ରୀ ଛାତ୍ର ସେହିପରି ହାଟଭରାଣ୍ଡି ଗଣ୍ଡ ବାନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୭୮ ଛାତ୍ରୀ ଛାତ୍ର ମଧ୍ୟରୁ ୧ମ ଶ୍ରେଣୀ ରେ ୫ , ୨ ଶ୍ରେଣୀ ରେ ୧୧ ଓ ୩ୟ ଶ୍ରେଣୀ ରେ ୪୩ ଛାତ୍ରୀ ଛାତ୍ର ପାସ୍ କରିଥିବା ଜଣାପଡିଛି l ରାଇଘର ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀ ସଞ୍ଜିତା ସାନା ୪୫୯ ମାର୍କ ରଖିଥିବା ବେଳେ ହାଟଭରାଣ୍ଡି ଗଣ୍ଡ ବାନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଦାମୋଦର ଗଣ୍ଡ ୪୫୭ ମାର୍କ ରଖିଥିବା ଜଣାପଡ଼ିଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର ଗୋଶାଳାରେ ୬୪ ତମ ଗୋପାଷ୍ଟମୀ ଧୂମଧାମରେ ପାଳିତ    

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳିତ

Sunil Chandra Nayak

ମନୋଜ ରଥ ଙ୍କ କବିତା – ଗାନ୍ଧୀ ଙ୍କୁ ଏକୁଟିଆ ଦେଖି ଗାନ୍ଧୀ ଛକ ରେ

Sunil Chandra Nayak

Leave a Comment

error: Content is protected !!