ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏଟିଏମ ଲୁଟ ଉଦ୍ୟମ ବିଫଳ 

ଢେଙ୍କାନାଳ_29/9/22   ଢେଙ୍କାନାଳ ସହର କୁଞ୍ଜକାନ୍ତଠାରେ ଥିବା କାନରା ବ୍ୟାଙ୍କ ଏଟିଏମକୁ ଗତକାଲି ରାତିରେ ଲୁଟ ଉଦ୍ୟମ ହୋଇଛି l ଏଟିଏମ ପ୍ରବେଶ ଦ୍ୱାର କବାଟର କାଚ ଭଙ୍ଗା ଯାଇଥିବା ବେଳେ ମେସିନ ସୁରକ୍ଷିତ ରହିଛି l ମାତ୍ର ଟଙ୍କା ପଇସା କିଛି ଲୁଟ ହୋଇପାରିନାହିଁ l ଗୁରୁବାର ପୂର୍ବାହ୍ନରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଜାଣିପାରି ପୁଲିସରେ ଅଭିଯୋଗ କରିଛନ୍ତି l ପୁଲିସ ବ୍ୟାଙ୍କର ସିସିଟିଭି ଫୁଟେଜ ଦେଖି ଅନୁସନ୍ଧାନ ଚଳାଇଛି । ଏ ନେଇ ବ୍ୟାଙ୍କର ସିନିୟର୍ ମ୍ୟାନେଜର ସ୍ମିତାରଣୀ ପ୍ରଧାନ ଚୋରୀ ହୋଇଥିବା ଭିଡିଓ ବାର୍ତା ମାଧ୍ୟମରେ କହିଛନ୍ତି । ଆଜି ସକାଳେ ବ୍ୟାଙ୍କ ଖୋଲାଯାଇଥିବା ବେଳେ ଏହା ଜଣା ପଡ଼ିଛି। ରାତି ପ୍ରାୟ 11.45 ସମୟରେ ଚୋରୀ ହୋଇଥିବା ଅନୁମାନ କରାଯାଉଛି।

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ

Related posts

ବିନପୁର ଖେଳ ପଡ଼ିଆ ଠାରେ ମା ଧରଣୀ ଫୁଟବଲ ଟୁର୍ଣ୍ଣା ମେଣ୍ଟ ଉଦଯାପିତ

Sunil Chandra Nayak

ଜୟ କୁମାର ମିଶ୍ର  ଙ୍କ କବିତା ଏକା ତୁମ ପାଇଁ

Sunil Chandra Nayak

ବାଇଦାପୋଷୀ ଗ୍ରାମରେ ପିଇବା ପାଣି ପାଇଁ ଗ୍ରାମବାସୀ ହନ୍ତସନ୍ତ

Sunil Chandra Nayak

Leave a Comment

error: Content is protected !!