ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କନ୍ଦାଗଡ଼ ରାସ୍ତାରେ ପଡ଼ିଥିବା ଗଛକୁ ହଟାଇଲେ ଅଗ୍ନିଶମ କର୍ମଚାରୀ

କୋକସରା,୯/୮-  (ମ ନି ସ ) କଳାହାଣ୍ଡି   ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ୨୬ ନମ୍ବର ଜାତୀୟ ରାଜପଥ ଠାରୁ କନ୍ଦାଗଡ଼ କୁ ସଂଯୋଗ କରୁଥିବା ଆରଡି ରାସ୍ତାରେ ଏକ ବିରାଟ ପଳାସ ଗଛ ପଡିବା ଫଳରେ ଶୁକୁଲିଭଟା ନିକଟରେ ରାସ୍ତା ଅବରୋଧ ହୋଇଥିଲା। ଏଣୁ ଏହି ରାସ୍ତା ଦେଇ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଆମପାଣି ନାଏବ ସରପଞ୍ଚ ଭବାନୀ ଶଙ୍କର ପୁରୋହିତ ଏନେଇ କୋକସରା ଅଗ୍ନିଶମ କର୍ମଚାରୀ ଙ୍କୁ ୧୦୨ ଜରୁରୀ କାଳୀନ ସେବାରେ ଫୋନ କରିବାରୁ କିଛି ସମୟ ପରେ କୋକସରା ଅଗ୍ନିଶମ କର୍ମଚାରୀ ପହଞ୍ଚି ରାସ୍ତାରେ ପଡି ରାସ୍ତା ଅବରୋଧ କରିଥିବା ଗଛକୁ କାଟି ହଟାଇବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା ।

Related posts

ନବମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ କିରୋସିନ ଢାଳି ହତ୍ୟା କଲେ ବିବାହିତ ଯୁବକ

Sunil Chandra Nayak

କମୁନିଷ୍ଟ ପାର୍ଟି ର ଷଷ୍ଠ ଜିଲ୍ଲା ସମ୍ମିଳନୀ

Sunil Chandra Nayak

ଲଡୁଗାଁ ଏଲ.ବି.ସି.ସି ପ୍ରିମୀୟର ଲିଗ ଟୁର୍ଣ୍ଣ।ମେଣ୍ଟ ,ଭୂର୍ଷୀଗୁଡ଼ା କୁ ହରାଇ ଲଡୁଗାଁ ଚମ୍ପିୟାନ 

Sunil Chandra Nayak

Leave a Comment

error: Content is protected !!