ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟଶ୍ରୀ ମୁଦୁଲି (ନିଶା )ର ତୃତୀୟ ଶୁଭ ଜନ୍ମଦିନ ପାଳିତ

ଢେଙ୍କାନାଳ, କାମାକ୍ଷାନଗର, 9/8/22 କାମାକ୍ଷନଗର ଉପଖଣ୍ଡ ର ପ୍ରତିନିଧି ପ୍ରହ୍ଲାଦ ମୁଦୁଲିଙ୍କର ସାନ ଝିଅ ଜୟଶ୍ରୀ ମୁଦୁଲି (ନିଶା )ର ତୃତୀୟ ଶୁଭ ଜନ୍ମଦିନ ।ତାର ଏହି ଶୁଭ ଜନ୍ମଦିନରେ ବାପା ପ୍ରହ୍ଲାଦ ମୁଦୁଲି, ମା ସଞ୍ଜିତା ମୁଦୁଲି, ଜେଜେବାପା ପୁରୁଷୋତ୍ତମ ମୁଦୁଲି, ଜେଜେମା ଶୈଳବାଳା ମୁଦୁଲି, ବଡ଼ ଭଉଣୀ ରାଜଶ୍ରୀ ମୁଦୁଲି ତାକୁ ଫୁଲ ଚନ୍ଦନ ଦେଇ ଜନ୍ମଦିନର ଶୁଭ କାମନା ଜଣାଇଲେ ଓ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କଲେ କି ତାର ଚଲାପଥ କୁସୁମିତ ହେଉ ଓ ତାର ସବୁ ଆଶା ଅଭିଳାଷପୁରଣ ହେଉ। ତତ୍ ସହିତ ଗ୍ରାମ ର କୁନା କୁନି ପିଲା ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରୁପ୍ରାରୋଡ ଭମରପଡାରେ ବୋଲେରୋ -ଟ୍ରାକ୍ଟର ମୁହାମୁହିଁ ଧକ୍କା

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

କବି ରାମଚନ୍ଦ୍ର ମହାନ୍ତି ଙ୍କ କବିତା ଅକ୍ଷୟ ତୃତୀୟା

Leave a Comment

error: Content is protected !!