ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷକ ଙ୍କ ବିୟୋଗରେ ଶୋକ

ଉତ୍କେଲା,୧୧୦୮, କେସିଙ୍ଗା ବ୍ଲକ ଗୌଡ଼ ତୋଳା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଯୁବରାଜ ମାଝୀ ଙ୍କ ସର୍ପାଘାତରେ ଅକାଳ ବିୟୋଗ ହୋଇଥିଲା।,ଗତ ତା ୧୦/୦୮/୨୨ ରିଖ ତାଙ୍କର ଏକାଦଶାହ କାର୍ଯ୍ୟରେ କେସିଙ୍ଗା ବ୍ଲକ ଶିକ୍ଷକ ସଂଘ ର ସଭାପତି ଶ୍ରୀ ସୁରେନ୍ଦ୍ର ଦୋରା ଓ ଶିକ୍ଷକ ଶ୍ରୀ ସୁରେନ୍ଦ୍ର ନାୟକ ଯୋଗଦାନ ପୂର୍ବକ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇ ଥିଲେ। ତା ସହ କିଛି ଆର୍ଥିକ ସହଯୋଗ ମଧ୍ୟ ଏକ୍ସ କ୍ୟାଡର ଶିକ୍ଷକ ଙ୍କ ତରଫରୁ ସେହି ପରିବାରକୁ ପ୍ରଦାନ କରାଯାଇ ଥିଲା ,ସଭାପତି ଶ୍ରୀ ଦୋରା ସ୍ବର୍ଗତ ମାଝୀଙ୍କ ସମସ୍ତ ପାଉଣା ତଥା ଅନ୍ୟାନ୍ୟ କାଗଜପତ୍ର ଶୀଘ୍ର କରିବା ପାଇଁ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ କହିଥିଲେ।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ଟେମରି ଗ୍ରାମ ପଂଚାୟତ ରେ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳ 

Sunil Chandra Nayak

ଏ ଆଇ ସି ସି ସଭ୍ୟ ତରୁଣ ମାଝୀ ହେଲେ ବିହାର ମୁଙ୍ଗେର  ଡି ସି ସି ର ରିଟରନୀଙ୍ଗ ଅଫିସର

Sunil Chandra Nayak

ଜଳ, ଜମି ଜଙ୍ଗଲ କୁ ସୂରକ୍ଷା ଦେବା ପାଇଁ ପ୍ରସ୍ତୁତି ବୈଠକ

Leave a Comment

error: Content is protected !!