ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଳାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ୭୬ତମ ସ୍ୱାଧୀନତା ଦିବସ ପାଳନ

ଗୋଳାମୁଣ୍ଡା/୧୫/୮/ଆଜିଏକ ପବିତ୍ର ଦିବସ ଅବସରରେ ଗୋଳାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ୭୬ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି, ଲଘୁଚାପଜନିତ ଲଗାଣ ବର୍ଷାହୋଇଥିଲେ ମଧ୍ୟ କେତେକ।ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନେ ଛତା ଧରି ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ମେଳରେ ପତାକା ଉତ୍ତୋଳନ ହୋଇଥିଲା, ଏହା ଦୃଶ୍ୟମାନ ଦେଖିବାକୁ ମିଳିଥିଲା ପଣ୍ଡକୁଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଘସିରାମ ସେନାପତି, ଶ୍ୟାମ ସୁନ୍ଦର ମେହେର, ଜ୍ୟାସ୍ନା ନିଆଲ,ଛାତ୍ର ଛାତ୍ରୀ ସହ ପତାକା ଉତ୍ତୋଳନ କରିଥିବା ବେଳେ କୁମ୍ଭାରୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ କୁମ୍ଭ ହରିଜନ, ସୁଲତାନ ସୁନାନୀ, ଉର୍ମିଳା ଭୋଇ, ରାଜପାଳ ହରିଜନ,ବିଜୟ ଗୋପାଳ ଏବଂ ଛାତ୍ର ଛାତ୍ରୀଙ୍କ ଦ୍ଵାରା ପାଳନ କରି ଥିବା ବେଳେ ଫରଙ୍ଗ ସେବାସମବାୟ ରେ ସଭାପତି ଉଦିଆ ନିଆଲଙ୍କ ନେତୃତ୍ୱରେସମ୍ପାଦକ କିରୀଟି ପଧାନ,ରୁଦ୍ରପଧାନ, ଭାଗ୍ୟବାନ ବାଗ, ହିମାଂଶୁ ଭୋଇ, ଅହଲ୍ୟା ଦାସ, ମହେନ୍ଦ୍ର ବାଗ, ବିବେକ ଭୋଇପ୍ରମୁଖ ଉପସ୍ଥିତରେଉତ୍ତୋଳନ ଥିବା ବେଳେ ଦଶପୁର ଗ୍ରାମପଂଚୟତ ରେ ସରପଞ୍ଚ ରଂଜନ ସାହୁ ପ୍ରମୁଖ ରେ ସମିତି ସଭ୍ୟ ଦୁର୍ଗେ ସାହୁ,ନାଏବ ସରପଞ୍ଚ ବିନୋଦିନି ସାହୁ ଏବଂ ରାଜୁ ସାହୁ ପ୍ରମୁଖ ଉପସ୍ଥିତ ରହି ପଞ୍ଚାୟତ ରେ ତ୍ରିରଙ୍ଗା ପତାକା ଉତ୍ତୋଳନ ହୋଇଥିଲା ,ଏହି ପରି ଟେମରି ଗ୍ରାମ ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀ ସା ଙ୍କ ନେତୃତ୍ୱରେ ସମିତିସଭ୍ୟା ଅଞ୍ଜଳି ନାଇକ,ନାଇକ ସରପଞ୍ଚ ଦୁଖୀରାମ ସା ଜିଆର ଏସ ସୁରେନ୍ଦ୍ର କୁମାର ପୁଟେଲ,ୱାର୍ଡମେବର ଆନନ୍ଦ ସୁନାନୀ,ଏବଂ ସରପଞ୍ଚ ପ୍ରତିନିଧି କୁମୁଦ ସା, ସମେତ ପଞ୍ଚାୟତ ର ଭଦ୍ରବ୍ୟକ୍ତ ବୃନ୍ଦ ବେଭାରୀ ସାହୁ ପ୍ରମୁଖ ଉପସ୍ଥିତ ରହି ପତାକା ଉତ୍ତୋଳନ କରିଥିଲେେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ନିର୍ଭୟ, ନିରପେକ୍ଷ ଓ ପ୍ରଗତି ମସିହା ପ୍ରତିନିଧି,

Related posts

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ପଣା ସଂକ୍ରାନ୍ତି

Sunil Chandra Nayak

ଦେଶ ସ୍ବାଧୀନତା ପାଇ ୭୩ବର୍ଷ ଅତିକ୍ରମ କରିସାରିଛି, ଆଜି ବି ଲୋକେ ଗମନାଗମନ ସୁବିଧାରୁ ବଞ୍ଚିତ

ଉଦଘୋଷିକା ମୀନାକ୍ଷୀ ଧରଙ୍କ ପ୍ରଥମ ସ୍ମୃତି ଚାରଣ ସଭା

Leave a Comment

error: Content is protected !!