ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବରଙ୍ଗପୁର ଜିଲ୍ଲାରେ ବର୍ଷା ଜନିତ କ୍ଷୟକ୍ଷତି ଓ ବର୍ଷାର ପରିମାଣ ଆକଳନ

 ନବରଙ୍ଗପୁର (ମନିସ) ୧୫.୦୮.୨୦୨୨ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲା ରେ ପ୍ରବଳ ବୃଷ୍ଟିପାତ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଅଛି। ଜିଲ୍ଲାର ଦଶ ଗୋଟି ବ୍ଲକ ମଧ୍ୟରୁ ଆଠୋଟି ବ୍ଲକ ର ୮୩ ପଞ୍ଚାୟତ ର ୧୩୪ ଟି ଗ୍ରାମ ପ୍ରବାହିତ ହୋଇଛି। ଜିଲ୍ଲାର ନବରଙ୍ଗପୁର ବ୍ଲକ ର ୧୬୭.0, ନନ୍ଦାହାଣ୍ଡି ୧୪୯.୦, ତେନ୍ତୁଳଖୁଣ୍ଟି ୧୬୪.୦, ପାପଡ଼ାହାଣ୍ଡି ୧୯୫.୦, କୋଷାଗୁମୁଡ଼ା ୧୭୧.୨, ଡାବୁଗାଁ ୨୧୩.୩, ଉମରକୋଟ ୧୨୬.୦, ରାଇଘର ୮୭.୦, ଝରିଗାଁ ୧୨୮.୪, ଚନ୍ଦାହାଣ୍ଡି ୯୩.୦ ବୃଷ୍ଟିପାତ ରେକର୍ଡ ହୋଇଅଛି। ସର୍ବମୋଟ ଜିଲ୍ଳାରେ ୧୪୬୬.୯ ମିଲି ମିଟର ବର୍ଷା ହୋଇଅଛି। ପ୍ରାରମ୍ଭିକ ଆକଳନ ରୁ ଜିଲ୍ଲାରେ ୩୯୦ କଚା ଘର ଆଂଶିକ ଭାବରେ ଭାଙ୍ଗି ଥିବାର ଆକଳନ କରାଯାଇଛି। ସେହିପରି ଲୋକଙ୍କୁ ତୁରନ୍ତ ୩୯୦ ଟି ଜରି ବଣ୍ଟା ଯାଇଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ।

Related posts

ମାରୁଓ୍ବାଡୀ ଯୁବା ମଞ୍ଚ ଓ ଜାଗ୍ରୃତି ଶାଖା ତରଫରୁ ବୃକ୍ଷରୋପଣ

Sunil Chandra Nayak

ତାଳଡଙ୍ଗା ଗ୍ରାମରେ ଗ୍ରହରାଜ ଶ୍ରୀ ଶନିମହାରାଜ ଙ୍କ ଯଜ୍ଞ ଓ ବାର୍ଷିକମହୋତ୍ସବ ଅନୁଷ୍ଠିତ

ତିନି ଦଫା ଦାବି ନେଇ ରାସ୍ତା କୁ ଓହ୍ଲାଇଲା ମିଳିତ ପ୍ରାଥମିକ ଶିକ୍ଷକ ମହା ସଙ୍ଘ

Sunil Chandra Nayak

Leave a Comment

error: Content is protected !!