ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇଘରବ୍ଲକ ଦେବାଗାଁ ପଞ୍ଚାୟତ ଠାରେ ଶବ ଦେଖି ଅଂଚଳ ବାସୀ ଆତଙ୍କିତ   

  ରାଇଘର -:ନବରଙ୍ଗପୁର ଜିଲା ରାଇଘର ବ୍ଲକ ଦେବାଗଁ। ପଂଚାୟତ ଡୁମୁରିମୁଣ୍ଡା ଗ୍ରାମ ନିକଟରେ ଥିବା ନାଳ ନିକଟରେ  ଏକ ଗଳିତ ଶବ ଦେଖି ଅଂଚଳ ବାସୀ ଆତଙ୍କିତ ହୋଇଥିବା ଜଣାପଡିଛି l ଦେବାଗାଁ ପଞ୍ଚାୟତ ସରପଞ୍ଚ ଖବର ପାଇ ରାଇଘର ଥାନା ଅଧିକାରୀ ଙ୍କୁ ଅବଗତ କରିଥିଲେ l ଆଜି ସନ୍ଧ୍ୟା ହୋଇଯିବାରୁ ଆସନ୍ତା କାଲି ଘଟଣା ସ୍ଥଳ କୁ ଗଲେ ସମସ୍ତ ବିଷୟ ଜଣାପଡ଼ିବ ବୋଲି ଥାନା ଅଧିକାରୀ ଟଙ୍କ ଗିରି ଭୋଇ ପ୍ରକାଶ କରିଛନ୍ତି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

 

Related posts

ଠିକା କମ୍ପାନୀ ଜେ ଏମ ସି କାମ ରେ ଜନତା ହଇରାଣ ,ବାଟରେ ଅଟକୁଛି ଆମ୍ବୁଲାନ୍ସ

Sunil Chandra Nayak

ଟ୍ରାନ୍ସଫର୍ମର ଚୋରୀ ଅଭିଯୋଗରେ ଜଣେ ଗିରଫ

Sunil Chandra Nayak

କୋଣାର୍କ ପୁସ୍ତକ ମେଳା ସମ୍ମାନ -୨୦୨୨ ପ୍ରଦାନ

Sunil Chandra Nayak

Leave a Comment

error: Content is protected !!