ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇଘରବ୍ଲକ ଦେବାଗାଁ ପଞ୍ଚାୟତ ଠାରେ ଶବ ଦେଖି ଅଂଚଳ ବାସୀ ଆତଙ୍କିତ   

  ରାଇଘର -:ନବରଙ୍ଗପୁର ଜିଲା ରାଇଘର ବ୍ଲକ ଦେବାଗଁ। ପଂଚାୟତ ଡୁମୁରିମୁଣ୍ଡା ଗ୍ରାମ ନିକଟରେ ଥିବା ନାଳ ନିକଟରେ  ଏକ ଗଳିତ ଶବ ଦେଖି ଅଂଚଳ ବାସୀ ଆତଙ୍କିତ ହୋଇଥିବା ଜଣାପଡିଛି l ଦେବାଗାଁ ପଞ୍ଚାୟତ ସରପଞ୍ଚ ଖବର ପାଇ ରାଇଘର ଥାନା ଅଧିକାରୀ ଙ୍କୁ ଅବଗତ କରିଥିଲେ l ଆଜି ସନ୍ଧ୍ୟା ହୋଇଯିବାରୁ ଆସନ୍ତା କାଲି ଘଟଣା ସ୍ଥଳ କୁ ଗଲେ ସମସ୍ତ ବିଷୟ ଜଣାପଡ଼ିବ ବୋଲି ଥାନା ଅଧିକାରୀ ଟଙ୍କ ଗିରି ଭୋଇ ପ୍ରକାଶ କରିଛନ୍ତି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

 

Related posts

ତେରେସିଂହା ବିରାଟ ପର୍ବ ଉଦଯାପିତ

ଲଗାଣ ବର୍ଷା ରେ ଭାଙ୍ଗିଲା କୃଷି କାର୍ଯ୍ୟଳୟ ର ନୂତନ ପାଚେରୀ

Sunil Chandra Nayak

ରାଇରଙ୍ଗପୁର କୋର୍ଟ – ଜମିବାଡ଼ି ଜନିତ ହତ୍ୟାକାଣ୍ଡ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ 

Sunil Chandra Nayak

Leave a Comment

error: Content is protected !!