ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କେଲା ସରସ୍ବତୀ ଶିଶୁ ମନ୍ଧିର ରେ ଜନ୍ମାଷ୍ଟମି ପାଳିତ

ଉତ୍କେଲା, ୧୮/୦୮, କେସିଙ୍ଗା ବ୍ଳକ ଉତ୍କେଲା ସରସ୍ବତୀ ଶିଶୁ ମନ୍ଦିରରେ ମହାସମାରୋହରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇ ଯାଇଛି I ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସମିତି ସଭ୍ୟ ତ୍ରିନାଥ ମାଝୀ, ସମ୍ମ।ନିତ ଅତିଥି ରୂପେ ଟଙ୍କଧର ନାଏକ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଉତ୍ସବ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ରାଧାକୃଷ୍ଣ ବେଶ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରି ଙ୍କୁ ପୁରସ୍କୃତ କରା ଯାଇଥିଲା I ବିଦ୍ୟାଲୟ ର ପରିଚାଳନା କମିଟି ର ସଭାପତି ଜୟ ହରି ପୁଟେଲ, ଯୁଗ୍ମ ସଂପାଦକ ଅଜୟ କୁମାର ସାହୁ, ଯୋଗ ଦେଇ ଶିଶୁ ଭାଇ ଭଉଣୀ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ। ପ୍ରଧାନଶିକ୍ଷକ ପଞ୍ଚାନନ ମହାପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ସମସ୍ତ ଗୁରୁଜି ଗୁରୁମା ଙ୍କ ପ୍ରଚେଷ୍ଟା ବଳରେ ଜନ୍ମ।ଷ୍ଟମି ଉତ୍ସବଟି ସୁରୁଖୁରୁରେ ସମାପନ ହୋଇଥିଲା ।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ବିଭିନ୍ନ ପଞ୍ଚାୟତ ଗସ୍ତ

ଫୁଲବାଣୀ ଚା ଦୋକାନୀ ର ପୁଅ ହେବ ଡାକ୍ତର , ଲୋକଙ୍କ ର ସେବା ହେବ ତାଙ୍କର ବ୍ରତ

Sunil Chandra Nayak

କଂଗ୍ରେସ ଦଳରେ ଶତାଧିକ ବିଜେପି ଓ ବିଜେଡି ଦଳର କର୍ମୀ ସାମିଲ

Sunil Chandra Nayak

Leave a Comment

error: Content is protected !!