ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଣେଶ ପୂଜା ପାଇଁ ମାଟି ଅନୁକୁଳ

ଢେଙ୍କାନାଳ ସ୍ଥାନୀୟ ବାଜିଚୌକ ସ୍ଥିତ ଗଣେଶ ପୂଜା କମିଟି ପକ୍ଷରୁ ଗଣେଶ ପୂଜା ପାଇଁ ସ୍ଥାନୀୟ କମଗରା ଘାଟରୁ ପୂଜା ଅର୍ଚନା କରାଯାଇଥିଲା ଓ ବିଭିନ୍ନ ଭୋଗ ରାଗ ଲାଗିବା ସହିତ ଦିନ ୧୨.୪୪ ମିନିଟ ସମୟରେ ମାଟି ଅନୁକୁଳ କରାଯାଇ ଥିଲା। ପୂଜକ ଗୋବିନ୍ଦ ଚନ୍ଦ୍ର ପଣ୍ଡା, କର୍ତ୍ତା ଜିତେନ୍ଦ୍ର ବେହେରା , ସଭାପତି ଉମେଶ ବେହେରା, ଉପ ସଭାପତି ମନୋରଜନ ଜେନା, ସଂପାଦକ ବିଶ୍ଵଜିତ ବେହେରା ,କୋଷାଦକ୍ଷ ଶୁଶିଲ୍ ଗୋଛାୟତ , ମେମ୍ବର ରାଜୁ, ଶିବୁ, ବିଜୁ, ଜିତୁ, ବୁଲୁ ଓ କମିଟିର ସମସ୍ତ କର୍ମକର୍ତ୍ତା ଙ୍କ ଉପସ୍ଥିତିରେ ସହର ପରିକ୍ରମା କରାଯାଇ ମାଟି ଅଣାଯାଇ ଥିଲା । ଏହି ମାଟି କୁ ଠାକୁର ଙ୍କ ମୁଣ୍ମୟୀ ମୂର୍ତ୍ତୀ ପ୍ରସ୍ତୁତିରେ ଲାଗି ହେବା ର ବିଧି ରହିଛି।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ମାଗୁ ଅଛି ପ୍ରଭୁ ଶରଣ

Sunil Chandra Nayak

ଭବାନୀପାଟଣା ଠାରେ ବିଶ୍ଵ ମିତବ୍ୟୟିତା ଦିବସ ପାଳିତ

Sunil Chandra Nayak

ଗୋପବନ୍ଧୁ ପାଠାଗାରରେ କର୍କଟ ରୋଗ ସଚେତନତା ଶିବିର

Sunil Chandra Nayak

Leave a Comment

error: Content is protected !!