ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପିଡ଼ିଏସଚାଉଳ ଯୋଗାଣଗାଡି ଭାରସାମ୍ୟ ହରାଇବାରୁ ପଞ୍ଚାୟତ ଫାଟକ ନଷ୍ଟ

ଗୋଳାମୁଣ୍ଡା/୨୪/୮/ମସିହା/ଖମାର ହଳଦୀ ଗ୍ରାମ ପଞ୍ଚାୟତ ରେ ପିଡ଼ିଏସ ଚାଉଳ ଯୋଗାଣ କରୁଥିବା ORO8D-9249ଟ୍ରକଡ୍ରାଇଭର ଭାରସାମ୍ୟ ହରାଇବା ଦ୍ୱାରା ପଞ୍ଚାୟତର ଫାଟକ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ବେଳେ କାହାରି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନାହିଁ, ଘଟଣା ସ୍ଥଳରେ ପଞ୍ଚାୟତର ସରପଞ୍ଚ ରବୀନ୍ଦ୍ର କୁମାର ମୁଣ୍ଡ, ଜିଆରଏସ ମଧ୍ୟ ପହଞ୍ଚି ଥିବାବେଳେ ସାଧାରଣ ଲୋକ ମାନେ ରୁଣ୍ଡ ହୋଇ ଥିଲେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ,ନିରପେକ୍ଷ, ନିର୍ଭୟ ପ୍ରଗତିଶୀଳ ମସିହା

Related posts

ଭବାନୀପାଟଣା ସହର ବର୍ଷା ଜାଲରେ ଉବୁଟୁବୁ

Sunil Chandra Nayak

ଡିସିବି ବ୍ୟାଙ୍କର ଗ୍ରାହକ ମେଳା

Sunil Chandra Nayak

ଅଲ ଓଡିଶା ଆଶା କର୍ମୀ ସଂଘର ବୈଠକ ଓ କର୍ମକର୍ତ୍ତା ଚୟନ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!