ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ପୁରଣା ବିଲ୍ଡିଂଗ ଠାରେ ସର୍ବ ସାଧାରଣ ଶୌଚାଳୟ,ପରିଶ୍ରାଗାର ଉଦଘାଟିତ

ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ପୁରଣା ବିଲଡିଙ୍ଗ ଠାରେ ସର୍ବ ସାଧାରଣ ଶୌଚାଳୟ,ପରିଶ୍ରାଗାର ଉଦଘାଟିତ ହୋଇଯାଇଅଛି। ଖଡ଼ିଆଳ ନଗରପାଳ ଉଜ୍ଜଳ ଗୁପ୍ତା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଜନତା ଶୌଚାଳୟ ଜନତାଙ୍କ ସ୍ଵଚ୍ଛତା ଏବଂ ନିର୍ମଳ ପରିବେଶ ରେ ସହାୟକ ହେବ। ଏହାର ବ୍ୟବହାର ପାଇଁ ସଚେତନ ହେବା ଆବଶ୍ୟକ ଅଟେ।ଅନ୍ୟମାନଙ୍କ ମଧ୍ୟରେ ୱାର୍ଡ ନମ୍ବର ୦୩ ସଭ୍ୟା ରାଜରାଣୀ ପଟ୍ଟନାୟକ, ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ ଏବଂ ସ୍ଵଚ୍ଛତା ଅଧିକାରୀ ରାଜୀବ, ରିତେଶ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବାଲାଜି ସେଠୀ ଙ୍କ ଗଳ୍ପ ମୁଠିଭିକ୍ଷା

ଆସନ୍ତା ୧୦ରେ ସମ୍ବାଦ ସାହିତ୍ୟ ଘର ରାଉରକେଲା ତରଫରୁ ସମ୍ବର୍ଦ୍ଧିତ ହେବେ ସୌମ୍ଯରଂଜନ

Sunil Chandra Nayak

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହରେ ଜଣେ ଅଟକ, ପୋଲିସ ର ତଦନ୍ତ ଜାରି 

Leave a Comment

error: Content is protected !!