ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣ ରେ ବ୍ରୁକ୍ଷରୋପଣ

ରାଇଘର, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ବ ଛେଳିଡଙ୍ଗରୀ ପଂଚାୟତ ଚିତ୍ରକୋଟ ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣ ଠାରେ ସ୍ଥାନୀୟ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତି ରେ ବୃକ୍ଷରୋପଣ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ 351 ଗୋଟି ଗଛ ଯଥା ଆମ୍ବ ଗଛ, ନଡ଼ିଆ ଗଛ, ପଣସ ଗଛ ଗୁଆ ଗଛ ଆଦି ଲଗା ଯାଇଥିବା ଦେଖିବାକୁ ମିଳିଛି।ଏହି ଵୄକ୍ଷ ରୋପଣ ରେ ସମସ୍ତ ଗାୟତ୍ରୀ ପରିବାର ସମେତ ମନୋହର ଦଣ୍ଡସେନା, ଶ୍ଯାମଲାଲ କଲାର ପ୍ରମୁଖ ଉପସ୍ଥିତ ଥିଲେ।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ନିରୁପମା ପାଣି ଙ୍କ ଗଳ୍ପ ସମୟ ର ଖେଳ

Sunil Chandra Nayak

ଯୁବକଙ୍କ ଆତ୍ମହତ୍ଯା ଅଭିଯୋଗ

Sunil Chandra Nayak

କଳାହାଣ୍ଡି ଜିଲ୍ଲାର ୨- ନମ୍ବର ଜୋନରେ ସଂନ୍ଧ୍ୟା ୫ ଘଣ୍ଟା ସୁଦ୍ଧା ଜିଲ୍ଲାପରିଷଦ ଗଣନା

Sunil Chandra Nayak

Leave a Comment

error: Content is protected !!