ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପେଟ୍ରୋଲିଂଗବେଳେ ଗଞ୍ଜେଇଜବତ ପେଡଲର ଗିରଫ

ତେନ୍ତୁଳିଖୁଣ୍ଟି 28/08/22 ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ପୋଲିସ ଓ ପାତ୍ରପୁଟ ଫାଣ୍ଡି ଷ୍ଟାଫ ପେଟ୍ରୋଲିଂ ବେଳେ ଡୁ ଲୁ ଘାଟି ଠାରେ ଗଞ୍ଜେଇ ଜବତ କରିବା ସହ ଚାଲାଣ କାରୀ କୁ ଗିରଫ କରିଛି। ଜୁନାଗଡ଼ ର ବାନ୍ଦନ ପଡ଼ା ର ବିଭୀଷଣ ଗହୀର ଙ୍କ ଠାରୁ 21 କିଲୋ ଛ ଅ ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଛି। କେଶ ନମ୍ବର 158/22 ମକଦମା ରୁଜୁ ହୋଇଛି। ଏ କଡ୍ରକା ଓ ପ୍ରଦୀପ ରାଓ ପେଟ୍ରୋଲିଂ ରେ ଥିଲେ। ତେନ୍ତୁଳିଖୁଣ୍ଟି ଆଇଆଇ ସି ଉମେଶ ଚନ୍ଦ୍ର ନାୟକ ଓ ତାଙ୍କ ଟିମ ର ଏହା ଏକ ବଡ଼ ସଫଳତା।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ତଦାରଖ କଲେ ସିନାପାଲି ବ୍ଲକ ଅଧ୍ୟକ୍ଷା 

Sunil Chandra Nayak

ଭବାନୀପାଟଣା ଠାରେ ଓଡିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ତଥା ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

Sunil Chandra Nayak

କଲମପୁର ପଞ୍ଚାୟତ ସମିତି ଅଧ୍ଯକ୍ଷା ଭାବରେ ମୋତି ବିହାରୀ ଙ୍କ ଦାୟିତ୍ୱ ଗ୍ରହଣ

Sunil Chandra Nayak

Leave a Comment

error: Content is protected !!